• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

death
୧୦ ଦିନ ସାଇତି ରଖିଥିଲେ ଶବ, ଆଉ ତା' ପରେ...

ବରଗଡ଼: ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ ଏହା ସମସ୍ତଙ୍କୁ ଜଣା। ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ। ମୃତକର ଜୀବନ ଫେରି ପାଇବା ଆଶାରେ ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା। ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି...

bridge
କାମ ଚାଲୁଥିବା ବେଳେ ଭଶୁଡିଲା ପୋଲ, ଚାଲିଗଲା ଜୀବନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ...

bird-flu
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିଡ଼ିଆଖାନା ବନ୍ଦ

କାନପୁର: ବଢ଼ିଲା ବାର୍ଡ ଫ୍ଲୁ ଭୟ। ଉତ୍ତର ପ୍ରଦେଶ କାନପୁର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଜାନୁଆରୀ ୫ ତାରିଖରେ ଦୁଇ ଜଙ୍ଗଲୀ କୁକୁଡ଼ାଙ୍କ ମୃତ୍ୟୁ ପରେ ସାମ୍ପଲ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ଦୁଇଟି...

COVID19-Vaccine-6
ରାଜ୍ୟରେ ୧୬୦ଟି ସ୍ଥାନରେ ହେବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ୧୬୦ଟି ସ୍ଥାନରେ ହେବ କୋଭିଡ୍ ଟିକାକରଣ। ଏଥିପାଇଁ ସେସନ୍ ସାଇଟ୍ ନିର୍ଦ୍ଧାରଣ କରାଯାଇଛି। ସରକାରୀ ହସ୍ପିଟାଲ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୧୬୦ଟି ସ୍ଥାନରେ ଟିକାକରଣ କରାଯିବ। ରାଜ୍ୟସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। ଟିକାକରଣ...

lootera
ପ୍ରେମିକା ପାଇଁ ପାଲଟିଲା ପେଶାଦାର ଅପରାଧୀ

ଭୁବନେଶ୍ୱର: ଚୋର ହେଲେ ବି ଚରିତ୍ରରେ କିନ୍ତୁ ରହିଛି ପ୍ରେମିକ ପଣ। ସେଥିପାଇଁ ପ୍ରେମିକାକୁ ବୋଧହୁଏ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର। ହେଲେ ଜେଲ୍‌ରେ ରହି କଳା କାରନାମାର କାହାଣୀ କହୁ କହୁ ନିଜେ ଖୋଲିଦେଲା ନିଜ ଅପରାଧର କଳାଚିଠାା ଆଉ...

26-posive
ଏଇ ଜିଲ୍ଲାରେ ୨୬ ଶିକ୍ଷକ କରୋନାରେ ଆକ୍ରାନ୍ତ

ଗଜପତି: ପୁଣି ଫେରିଲା କରୋନା। ଥମିଯାଇଥିବା କରୋନା ପୁଣି ଥରେ କାୟାବିସ୍ତାର କରିବାରେ ଲାଗିଛି। ଗଜପତି ଜିଲ୍ଲାରେ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି। ୨ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋହନା ବ୍ଲକରୁ ସର୍ବାଧିକ ୨୧ ଶିକ୍ଷକ ସଂକ୍ରମିତ...

navin
ନବୀନଙ୍କ ପାଇଁ ଅଡୁଆ ସାଜିଛନ୍ତି ଏଇ ୪ ମନ୍ତ୍ରୀ

ଭୁବନେଶ୍ୱର: ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗନ୍ନାଥ ସାରକା। ନବୀନଙ୍କ ପଞ୍ଚମ ପାଳିରେ ସବୁଠୁ ଅଧିକ ବିବାଦରେ ଫସିଛନ୍ତି ଏହି ଚାରି ମନ୍ତ୍ରୀ। ଏମାନଙ୍କ ବିବାଦୀୟ କାର୍ଯ୍ୟକଳାପ, ବିରୋଧୀଙ୍କୁ ସରକାରଙ୍କ ଉପରେ ଶାଣିତ ଆକ୍ରମଣର ସୁଯୋଗ ଦେଇଛି। ତାସହିତ ନବୀନଙ୍କ ଭାବମୂର୍ତ୍ତିରେ ଆଣିଛି ଆଞ୍ଚ।...

budhimaaku-dakila
'ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ'

ପୁରୀ: ଆଜି ଏକାଦଶୀ। ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ପହଞ୍ଚିଲିଣି ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ। ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା...

Vaccine-Khabar
୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଟିକା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ...

rich
ଧନୀ ଘରର ମହିଳାଙ୍କୁ ଖୁସି କରିବା ଚକ୍କରରେ ନିଜେ ଫସିଗଲେ

ଭୁବନେଶ୍ୱର: ଏପଟେ ହ୍ୱାଟ୍ସଆପ୍‌କୁ ଆସିଲା ଏକରୁ ବଳି ଆରେକ ସୁନ୍ଦରୀଙ୍କ ଫଟୋ। ଆଉ ସେପଟେ ଗୁଗୁଲ୍ ପେରୁ ଗାଏବ୍ ହୋଇଗଲା ୭ ହଜାର, ୯ ହଜାର, ୧୨ ହଜାର, ୧୪ ହଜାର, ଏମିତି ମୋଟ୍ ୯୪ ହଜାର ଟଙ୍କା।  ଏସକର୍ଟ ସର୍ଭିସ୍‌ର ପ୍ରଲୋଭନ ଦେଖାଇ ୨ଦିନରେ ପ୍ରାୟ ୯୪...

sit
ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ଆଉ ଏକ ଝଟ୍‌କା

ନୟାଗଡ଼: ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ପୁଣି ଏକ ଝଟ୍‌କା। ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ଅରାଜି ହେବା ପରେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏସ୍‌ଆଇଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଏସ୍‌ଆଇଟି ବ୍ରେନ୍ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଛି।...

arrest
ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍

ଭୁବନେଶ୍ୱର: ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍। ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଦଳର ଗର୍ଜନ। ଖୋଦ୍ ପୋଲିସ ମୁଖିଆଙ୍କ ଅଫିସ୍ ଆଗରେ ବିକ୍ଷୋଭ, ଧସ୍ତାଧସ୍ତି। ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ଆଜି କଟକରେ...

fraud
ଝିଅ ଦେବେ କହି ଆକାଉଣ୍ଟ ଖୋଳ କରିଦେଲେ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ କବଳରେ ଉଚ୍ଚଶିକ୍ଷିତ। ଆଖି ପିଛୁଳାକେ ଆକାଉଣ୍ଟରୁ ଚଳୁ କରିଦେଲେ ସବୁତକ ଟଙ୍କା। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବ ଇଂଜିନିୟର।  ଯୁବତୀ ଯୋଗାଇ ଦେବାକୁ କହି ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ୯୪ ହଜାର ଟଙ୍କା ନେଇଛନ୍ତି ଏହି ଦୁର୍ବୃତ୍ତ।...

123797835_3615970518489028_
ନାର୍କୋ ଟେଷ୍ଟ ପାଇଁ ମନା କଲେ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକ ଅସହମତି ପ୍ରକାଶ କରିଛନ୍ତି। ନାର୍କୋ ଟେଷ୍ଟ ଲାଗି SIT ଆବେଦନ କରିଥିଲା। ଏ ନେଇ ଏସ୍‌ଆଇଟିର ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ...

labor-killed
ଏମିତି ଭୟଙ୍କର ଅଘଟଣ ଆଗରୁ ୩ଥର ହୋଇଥିଲା, ତଥାପି ଚେତା ପଶିଲାନି

ରାଉଲକେଲା: ପୁଣି ଘାତକ ସାଜିଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କାମ କରୁ କରୁ ବିଷାକ୍ତ ଗ୍ୟାସ୍ ଶୋଷିନେଲା ୪ ଶ୍ରମିକଙ୍କ ଜୀବନ। RSPର କୋଲ୍ କେମିକାଲ ୟୁନିଟରେ ଘଟିଛି ଏହି ବଡ଼ ଧରଣର ଅଘଟଣ। ସକାଳ ପ୍ରାୟ ୯ଟା ପ୍ଲାଣ୍ଟର କୋଲ୍ କେମିକାଲ ୟୁନିଟରେ ଗ୍ୟାସ୍ ଚାମ୍ବର ମରାମତି...

vacc2
ହିତାଧିକାରୀଙ୍କୁ କେମିତି ଦିଆଯିବ କରୋନା ଭ୍ୟାକ୍ସିନ୍ ?

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍ ଶୀଘ୍ର ପହଞ୍ଚିବ କରୋନା ଟିକା। ଏଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେମିତି ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭାକ୍ସିନ୍? ହିତାଧିକାରୀଙ୍କୁ କେମିତି ଦିଆଯିବ ଟିକା? ସେନେଇ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ। ପ୍ରଥମେ ଭ୍ୟାକସିନ୍ ଉତ୍ପାଦନକାରୀ କଂପାନୀଠାରୁ ବିମାନ...

khabar-odisha-boma
ଖାଦ୍ୟ ଦେବା ବଦଳରେ ବୋମା ଖୁଆଇଦେଲା ମଣିଷ !

ବ୍ରହ୍ମପୁର: ନିଜ ସ୍ୱାର୍ଥ ହାସଲ କରିବା ପାଇଁ ମଣିଷ କେତେ ତଳକୁ ଖସିପାରେ ! ନିରୀହ ପଶୁଙ୍କୁ ଶିକାର କରିବା ପାଇଁ ସେ ଯେକୌଣସି ଉପାୟ ବି ଆପଣେଇପାରେ। ଶିକାର କରିବା ପାଇଁ ଖାଦ୍ୟ ବଦଳରେ ମଣିଷ ରଖିଲା ବୋମା। ଆଉ ବିଚରା ନିରୀହ ପଶୁଟି ଖାଦ୍ୟ ଭାବି...

stf
ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ !

ଫୁଲବାଣୀ: ମହଙ୍ଗା ପଡ଼ିଲା କି ଅବେଳାରେ ଚଢଉ କରିବା ? ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ ଗାଁ ଲୋକେ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍‌ କରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚର STF ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ।...

khavar-odisha-chakiri
ମୃତକଙ୍କ ପରିବାରକୁ ମିଳିବ ଚାକିରି

ରାଉଲକଲା: ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା। ନିଲମ୍ବିତ ହେଲେ ଆର୍‌ଏସ୍‌ପିର ୨ ଡିଜିଏମ୍। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୪ ମୃତ ଘଟଣାରେ ୨ ଜଣ ଡିଜିଏମ୍‌ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ CEO। କୋଲ୍ କେମିକାଲ ଡିପାର୍ଟମେଣ୍ଟର DGM ଏନ୍. ଦାସ ଓ...

main
ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ କାହିଁକି ସାବାଳକ ଦର୍ଶାଇଥିଲା SIT

ଭୁବନେଶ୍ୱର: ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ SITକୁ ଶକ୍ତ ଝଟ୍‌କା। ଜନ୍ମ ପ୍ରମାଣପତ୍ର ଆଧାରରେ ନାବାଳକ ଥିବା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଅଡୁଆରେ ଏବେ ବୋଥ୍ରା ଆଣ୍ଡ୍ କୋ। ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ। ଆଜି ନୟାଗଡ଼ ପୋକ୍ସୋ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।