• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

bolangir-pathar---banam-dakayat
ପୋଲିସ୍-ଡକାୟତ ଲଢେଇ: ଦେଖନ୍ତୁ ଜିତିଲା କିଏ ?

ବଲାଙ୍ଗିର: ପ୍ରଥମେ ପୋଲିସ ଓ ଡକାୟତଙ୍କ ମଧ୍ୟରେ ମୁହାଁମୁହିଁ। ଆଉ ଶେଷରେ କିଛି ଘଣ୍ଟା ପରେ ୩ ଜଣଙ୍କୁ କାବୁ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟସ୍ଥ ଥିବା ଜଂଗଲ ରାସ୍ତାରେ। ଫିଲ୍ମ ଷ୍ଟାଇଲରେ ଡକାୟତମାନଙ୍କୁ ସ୍ଥାନୀୟ...

himanshu
କିଡ୍‌ନୀ ଦଲାଲ୍ ହିଂମାଶୁର ସମ୍ପତ୍ତି ହୋଇପାରେ ସିଜ୍

ଭୁବନେଶ୍ୱର: ଖୋଲିବ କିଡନୀ ଦଲାଲ୍ ହିଂମାଶୁ ଭୂଷଣ ନନ୍ଦର ନେଟୱର୍କ। ହିଂମାଶୁଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଆଜି ଝାରପଡ଼ା ଜେଲ୍‌ରୁ ଆଣି ନୟାପଲ୍ଲୀ ଥାନାରେ ଆଣି ପଚରାଉଚରା ଆରମ୍ଭ କରିଛି ପୋଲିସ୍। କିଡ୍‌ନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି...

naravane
ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଲେ ନରଓ୍ୱାଣେ

ନୂଆଦିଲ୍ଲୀ: ବାକ୍ୟରେ ଚେତାବନୀ। ବୀରତ୍ୱରେ ଚେତାବନୀ। ବାରୁଦରେ ବି ଚେତାବନୀ। ସ୍ଥଳସେନା ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ଲଢ଼ୁଆ ଡ୍ରୋନ୍ ପରାକ୍ରମ ନିର୍ଭୁଲ୍ ନିଶାନା, ଯୁଦ୍ଧାସ୍ତ୍ର ବହନ ଓ କ୍ଷେପଣ କ୍ଷମତା ଏବଂ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାର କୌଶଳ। ଏହି ଘାତକ ଡ୍ରୋନ୍...

lady-wanted
ଲେଡି ୱାଣ୍ଟେଡ୍ ଗିରଫ, ଏବେ ସିବିଆଇର ପଞ୍ଝାରେ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ତାଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିବା ସୂଚନା ମିଳିଛି। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ୱାଣ୍ଟେଡ୍ ଥିଲେ। ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ...

Pampad
ଡକ୍ୟୁମେଣ୍ଟ ଦେବା ପୂର୍ବରୁ ଥରୁଟିଏ ପରଖନ୍ତୁ। ନଚେତ୍ ଫସିଯିବେ

ରାଉରକେଲା: ପୁଣି ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଏଥର ଜାଲ କାଗଜପତ୍ରରେ ବାଲୁଘାଟ ବସ୍ତିରେ ଜଣେ ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ଝୁନୁ ପ୍ରଧାନ ନାମକ ଜଣେ ମହିଳାଙ୍କଠାରୁ ଡକ୍ୟୁମେଣ୍ଟ...

prajo
ନାଁ ନେବାକୁ ଏତେ ଇଚ୍ଛା ? ରାଜଭବନରେ ପହଞ୍ଚିଲା 'ପ୍ର.ଆ.ଯୋ'

ଭୁବନେଶ୍ୱର: ରାଜଭବନରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ। ରାଜ୍ୟରେ ଆବାସ ଯୋଜନାକୁ ନିଜ କବଜାକୁ ନେଇଯାଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମ୍‌କୁ ହଡ଼ପ କରିବାକୁ ଉଦ୍ୟମ ହେଉଛି। ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି...

maddda
ଇଞ୍ଜିନିୟର ବୋହୂ ମଦ ବେପାରୀ

ଭଦ୍ରକ: ଶିକ୍ଷିତଙ୍କ ଘରେ ମଦ ଵେପାର। ଶାଶୁ ଗୃହିଣୀ, ବୋହୂ ସିଭିଲ ଇଞ୍ଜିନିୟର। ଦୁଇ ପୁଅ ମଧ୍ୟ ଶିକ୍ଷିତ। କିନ୍ତୁ ତିଆରି କରି ବିକୁଥିଲେ ଦେଶୀ ମଦ। ମାଡି ବସିଲା ଗ୍ରାମାଞ୍ଚଳ ପୋଲିସ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଏହି ଶିକ୍ଷିତ ମଦ ଗୋଷ୍ଠୀକୁ ବାନ୍ଧିଛି। ଭଦ୍ରକ ଜିଲ୍ଲା...

prakash-rao-ru-guruji
ଚା ଦୋକାନୀରୁ ସମାଜସେବୀ… ପ୍ରକାଶ ରାଓରୁ ଗୁରୁଜୀ

ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ...

otv-vaccine
ଜେଡ୍‌ ପ୍ଲସ୍ ସୁରକ୍ଷାରେ ଆସୁଛି କରୋନା ଟିକା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ବହୁ ପ୍ରତୀକ୍ଷୀତ କରୋନା ଟିକା। ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ। ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଟ୍ୟୁଟ୍‌ରୁ ସ୍ୱତନ୍ତ୍ର ଟ୍ରକ୍‌ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା। ଏଥିପାଇଁ...

Khabar-Odia-Pua
ଓଡ଼ିଆ ପୁଅ ସୁବ୍ରତ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ୧୯୯୨ ବ୍ୟାଚ୍‌ର ଓଡ଼ିଆ IAS ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ IAS ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ...

vaccine
ଆଜି ଓଡ଼ିଶାକୁ ଆସିବ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ। ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି...

khabar-murder
ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ମୋବାଇଲ ନମ୍ବର କହିଦେଲା ହତ୍ୟାକାରୀ କିଏ!

ଭଞ୍ଜନଗର: ଲୋମଟାଙ୍କୁରା ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର। ମାସକ ତଳର ହତ୍ୟାକାଣ୍ଡରେ କେହି ପାଇପାରିଲେନି ଟେର୍। ନା ପରିବାର ଲୋକେ ନା ସମ୍ପର୍କୀୟ, ନା ସାଙ୍ଗସାଥୀ। ବାଲେଶ୍ୱର ଅଞ୍ଚଳରୁ ଆସିଥିବା ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରି ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମାସେ ତଳେ...

Tika-KO
ଟିକା ନେବା ଉଚିତ ବୋଲି କହିଲେ ଜୟନ୍ତ

ଭୁବନେଶ୍ୱର: ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ୍ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ...

ଂମପୱିଉସ

death-khabar
ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା କରି ଗଞ୍ଜାମରେ ଫିଙ୍ଗିଦେଲେ

ଭଂଜନଗର: ବାଲେଶ୍ୱରର ଯୁବତୀକୁ ଭୁବନେଶ୍ୱରରେ ହତ୍ୟା। ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜିଲ୍ଲାରେ ଫିଙ୍ଗିଲେ ଦଂପତି। ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଛି। ବ୍ୟବହୃତ କାର୍ ଜବତ କରାଯାଇଛି। ଡିସେମ୍ବର ୨ରେ ଜଗନ୍ନାଥପ୍ରସାଦ ଭୂଷଣ୍ଡପାଳରୁ ମୃତଦେହ ମିଳଥିଲା। ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ତନାଘନା...

naveen-geeta
ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, ଭଉଣୀ ଠାରୁ ଧାର ଆଣିଥିଲେ ନବୀନ

ଭୁବନେଶ୍ୱର: ୨୦୧୯-୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୮ଲକ୍ଷ ୧୯ହଜାର ୮୬୩ ଟଙ୍କା। ଯେଉଁଥିରୁ କେବଳ ସ୍ଥାବର ସମ୍ପତ୍ତି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।