• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

vaccancy
ଆର୍ମିରେ ଯୋଗ ଦେବାକୁ ଓଡ଼ିଆ ଝିଅଙ୍କୁ ଚଣ୍ଡିପ୍ରସାଦଙ୍କ ଆହ୍ୱାନ

ଭୁବନେଶ୍ୱର: ସେନାରେ ଯୋଗ ଦେବାକୁ ଓଡ଼ିଆ ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି। ସେ ଭାରତୀୟ ସେନାର ଉପମୁଖ୍ୟ ଭାବେ ଆସନ୍ତା ୩୧ ତାରିଖରେ ଦାୟିତ୍ୱ ନେବେ। ସେନାର ଉପମୁଖ୍ୟ ହେବା ପରେ ଦାୟିତ୍ୱ ତ ବଢ଼ିବ,...

nit
ବସ୍ତିରୁ ବଡ଼ ମେଡିକାଲ-ସଫଳତା ପଛର କାହାଣୀ କହନ୍ତି ଏଇ କଥା କୁହା ସାଥୀ

କଟକ: ଜଣେ ଅଭାବୀ ବାପାର ଏ ଦୁଇ ଆଖି ଦେଖିଥିବା ଅସୁମାରୀ ସ୍ୱପ୍ନ ସତେ ଯେମିତି ଆଜି ସତ ହେବାକୁ ବାଧ୍ୟ ହୋଇଛି। ଏ ସୁନାପୁଅର ଅଦମ୍ୟ ଇଚ୍ଛାଶକ୍ତିର ଆଗରେ ସଂକ୍ଷିପ୍ତ ହୋଇଯାଇଛି  ବସ୍ତିରୁ ବଡ଼ ମେଡିକାଲ ରାସ୍ତା। କଟକ ବାଲିକୁଦାର ଡାକ୍ତରୀ ଛାତ୍ର ଦୀପକ ସାମଲଙ୍କ ଅନଟନର...

otv-khbar-dalimba
ମଣିଷ ପାଇଁ 'ଅମୃତ' ଡ଼ାଳିମ୍ବ, ଶରୀରର ପାଇଁ ହୋଇଥାଏ ୫ଟି ଅଦ୍ଭୁତ ଲାଭ

ଡାଳିମ୍ବ କେବଳ ସ୍ୱାଦରେ ନୁହେଁ ବରଂ ଦେହ ପାଇ ମଧ୍ୟ ପାଇ ଅତ୍ୟନ୍ତ ହିତକର। ଡାଳିମ୍ବ ଖାଇବା ଦ୍ୱାରା ମଣିଷ ଶରୀର ହଜମ ପ୍ରକ୍ରିୟା ସହଜରେ ହୋଇଥାଏ। କେବଳ ଏତିକି ନୁହେଁ, ଡାଳିମ୍ବ ହାର୍ଟ୍‌କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଡାଳିମ୍ବରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ...

OTV-khbar-pant
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଋଷଭ

ଅଷ୍ଟେଲିଆ: ବ୍ରିସବେନ ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା କଙ୍ଗାରୁ ଦଳ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ...

maa-samaleswari
ବଦଳିବ ମା' ସମଲେଶ୍ୱରୀ ମନ୍ଦିରର ରୂପରେଖ

ସମ୍ବଲପୁର: ସମ୍ୱଲପୁରର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ...

gadi
‌ଆଗକୁ ଆସିପାରେ ନୂଆ ନିୟମ, ଅମାନିଆ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ରାସ୍ତାରେ ଭିଡ଼ ପାଇଁ ନୁହେଁ, ବରଂ ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ସଡ଼କ ଦୁର୍ଘଟଣା। ଏଥିପାଇଁ ଆମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚିନ୍ତା କରି ଟ୍ରାଫିକ୍ ନିୟମ ପାଳିବାକୁ ହେବ। କାରଣ ନିୟମ ପାଳନ ନକରିବା ଅସ୍ୱାଭାବିକ ଘଟଣା। ଆଜିଠୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ମାସ ଅବସରରେ...

savings
ଲୋଭନୀୟ ଅଫର୍‌ର ମାୟାଜାଲରେ ପଡ଼ି ଚାଲିଗଲା ସର୍ବସ୍ୱ

ଭୁବନେଶ୍ୱର: ତାଙ୍କ ସହ ଯାହା ଘଟିଯାଇଛି, ଆଗକୁ ଆଉ କାହା ସହ ନହେଉ। ଆଉ କାହା ଆକାଉଣ୍ଟରୁ କଷ୍ଟ ଉପାର୍ଜିତ ଟଙ୍କାକୁ କିଏ ଏମିତି ନେଇନଯାଉ। ଅସହାୟ ଅବସ୍ଥାରେ ଏଭଳି ନିବେଦନ କରୁଥିବା ଏ ହେଉଛନ୍ତି ଭବାନୀପାଟଣାର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି। କାରଣ ତାଙ୍କ ଭଳି ଶିକ୍ଷିତ...

dense fog
୨୧ ଯାଏଁ ଘନ କୁହୁଡ଼ି, ସତର୍କ କରାଇଲା SRC

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ସତର୍କ କରାଇଛି SRC। ୧୯ ତାରିଖ ରାତି ଓ ୨୦ ତାରିଖ ସକାଳେ ୧୦ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ,...

Odiya-pua
ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ। ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ସେନା ଉପମୁଖ୍ୟ ଭାବେ ଏସ୍‌କେ ସାଇନିଙ୍କ ସ୍ଥାନ ନେବେ। ଜାନୁଆରୀ ୩ରେ ଏସକେ ସାଇନି...

Virat-KO
କାହିଁକି ବାୟୋ ବଦଳାଇଦେଲେ କୋହଲି?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି ଜାନୁଆରୀ ୧୧ରେ ପିତା ହେବାର ଖବର ଜଣାଇଥିଲେ। କୋହଲି ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି କହିଥିଲେ ଯେ ଘରକୁ ଛୋଟ ଝିଅଟିଏ ଆସିଛି। ଝିଅର ଆଗମନ ଖୁସିରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର...

vaccanation
ଟିକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ !

ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩...

Aparajita-sarangi
ସକାରାତ୍ମକ ସମାଜ ଗଠନ ପାଇଁ ଅପରାଜିତାଙ୍କ 'ସମର୍ଥ'

ଭୁବନେଶ୍ୱର: ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକରାତ୍ମକ ସମାଜ ଗଠନ ପାଇଁ ଆରମ୍ଭ ହୋଇଛି। ସମର୍ଥ ଟ୍ରଷ୍ଟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଏହି ସାମାଜିକ ଅନୁଷ୍ଠାନର ପରିକଳ୍ପନା କରାଯାଇଛି। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ...

cry
ଚାରି ଚାରିଟା ପୁଅକୁ ହରାଇ ପରିବାର ଏବେ ମୂରବୀ ଶୂନ୍ୟ

ଭୁବନେଶ୍ୱର: ଅତୀତର ଆତଙ୍କ ଆଜି ଆଖି ସାମନାରେ ନାଚିଯାଉଛି ଗଞ୍ଜାମ ଜିଲ୍ଲା ଅଙ୍ଗାର ଗାଁର ସୁଜାତା ସାହୁଙ୍କର। ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିନେଇଥିବା ମହାମାରୀର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେପଡୁଛି। କେବଳ ସେ ଯେ ସ୍ୱାମୀହରା ହୋଇଛନ୍ତି ତାନୁହେଁ, ତାଙ୍କର ଯୌଥ ପରିବାରର...

otv-khabar-murder
ଯାହାକୁ ଜନ୍ମ ଦେଇଥିଲେ, ତାର ଜୀବନ ନେଇଗଲେ

ବାଲେଶ୍ୱର: ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ସଦର ଥାନା ପୋଲିସ। ମହିଳାଙ୍କୁ ତାଙ୍କ ମା ହିଁ ସୁପାରୀ ଦେଇ ମାରିଥିବା କହିଲା ପୋଲିସ। ମହିଳାଙ୍କ ମା ଏବଂ ଜଣେ ସୁପାରୀ କିଲରକୁ ପୋଲିସ ଗିରଫ କରିଛି। ମୃତା ମହିଳା...

subhra-4
ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ। ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱରକୁ ନେଇ ପହଞ୍ଚିଛି ସିବିଆଇ। ରୋଜଭ୍ୟାଲି ଚିଟଫଣ୍ଡ ମାମଲାକୁ ନେଇ ଶୁଭ୍ରାଙ୍କୁ ପଚରାଉଚରା କରାଯିବ। ଓଡ଼ିଶାରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ଖୋଳତାଡ଼ କରାଯିବ। ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ...

lord jaganntaha
ଜଗା ଦର୍ଶନ ପାଇଁ କଟକଣା ହେଲା କୋହଳ

ପୁରୀ: ଆଗାମୀ ୨୧ତାରିଖରେ କୋଭିଡ ରିପୋର୍ଟ ବିହୀନ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ SOPକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ନେଇ କରାଯାଇଥିବା ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ...

no-permisiion
ରାସ୍ତାରେ ଗଡ଼ିବନି ୧୫ବର୍ଷରୁ ଅଧିକ ପୁରୁଣା ଯାନ !

ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

otv-kharbr-corona
ଭ୍ୟାକ୍ସିନ୍ ନେବା ପରେ ଜଣେ ବ୍ୟକ୍ତିଙ୍କର ଦେଖାଦେଲା ସାଇଡ୍ ଇଫେକ୍ଟ

ଭୁବନେଶ୍ୱର: କରୋନା ହାରିବ, ଜୀବନ ଜିତିବ। ଏ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୁପ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ଏଥିସହିତ ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି...

otv-khabr-tana-otra
ସର୍ଭେ ରେଜଲ୍ଟକୁ ନେଇ ରାଜନୈତିକ ବୟାନବାଜି

ଭୁବନେଶ୍ୱର: ଓଡିଶାରେ ସବୁଠାରୁ ଅଧିକ ପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏଏନ୍ଏସ୍ ସି-ଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି ଓଡିଶାବାସୀ। ପୁରା ଦେଶରେ ରାଜ୍ୟ ଓ୍ୱାରୀ ହୋଇଥିବା ସର୍ଭେରେ ୮୪.୩୫ ପ୍ରତିଶତ ଓଡ଼ିଶାବାସୀ ମୋଦିଙ୍କ ପ୍ରଦର୍ଶନରେ ଅଧିକ ସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।