ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ। ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ...
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ଆଉ ୨୮୪୨ ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା। ସେହିପରି କଟକରୁ ୨୩୭, ନୂଆପଡ଼ାରୁ ୧୬୧, ପୁରୀରୁ ୧୪୮ ଜଣ ସୁସ୍ଥ...
ନୂଆଦିଲ୍ଲୀ: ନିର୍ବାଚନ ହେଉ କି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆୟୋଜନ ଭଳି ଦେଶବାସୀଙ୍କ ପାଖରେ କରୋନା ଭ୍ୟାକସିନ୍ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ଦେଶରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଭ୍ୟାକସିନ୍ରି ସ୍ଥିତି, ବିତରଣ ଓ ପ୍ରଶାସନିକ ପ୍ରସ୍ତୁତି ଉପରେ ଜୋର...
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୯ରୁ ୨୧ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ...
ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ଏଲ୍ପିଜି ଗ୍ୟାସ୍ର ହୋମ୍ ଡେଲିଭରି ପାଇଁ ଓଟିପି(ୱାନ୍ ଟାଇନ୍ ପାସ୍ୱାର୍ଡ) ଆବଶ୍ୟକ ହେବ। ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍ କୋଡ୍(DAC) ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି। ଏହି ନିୟମ ଫଳରେ ସିଲିଣ୍ଡର ଚୋରି ରୋକିହେବା ସହିତ ଠିକ୍...
ଲକ୍ଷ୍ନୌ; ଉତ୍ତର ପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛି। ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ। ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍ଜୀତ ଯାଦବ ଗିରଫ...
ମୟୂରଭଞ୍ଜ: ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଲ ହାଟରେ ଏହି ଅଭାବନୀୟ ଘଟଣା ଘଟିଛି। ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ସଡ଼ୁ କାର୍ତ୍ତିକ ନାୟକ ପିଟି ପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରବୀନ୍ଦ୍ର ତାଙ୍କ ସଡ଼ୁ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗତ କିଛି ଦିନ ହେବ ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେ ବାବଦରେ ସରକାର ଏକ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ...
ନୂଆଦିଲ୍ଲୀ: ଆଉ ଜଣେ କାଶ୍ମୀର ନେତାଙ୍କ ବିବାଦୀୟ ବୟାନ। ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସଂକ୍ରମଣ ସହିତ ତୁଳନା କରିଛନ୍ତି ସାଜଦ। ଏକ ଜାତୀୟ ଗଣମାଧ୍ୟମକୁ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗତ ୬ ମାସ ଧରି ଘରେ ଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ସବୁ ବନ୍ଦ ଥିଲା। ହେଲେ ଉପନିର୍ବାଚନ ଥିବାରୁ ପୁରୀ ଗଲେ ମୁଖ୍ୟମନ୍ତ୍ରୀ। ପଲିଟିକାଲ୍ ମାଇଲେଜ୍ ନେବା...
ବ୍ରହ୍ମପୁର : ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫...
ଅମୃତସର: ଅସଦାଚରଣରୁ ବର୍ତ୍ତିବା ପାଇଁ ଚଳନ୍ତା କାର୍ରୁ ଡେଇଁପଡ଼ିଲେ ଦୁଇ ମହିଳା। ଏଭଳି ଘଟଣା ଘଟିଛି ପଞ୍ଜାବର ଅମୃତସରରେ। ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ କାର୍ ଡ୍ରାଇଭର ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଭୟରେ ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିଥିଲେ। ଏନେଇ ସ୍ଥାନୀୟ ପୋଲିସ ସୂଚନା...
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୨ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୧୨, ଖଣ୍ଡଗିରି...
ଖୋର୍ଦ୍ଧା: ଜଟଣୀ ସ୍ଥିତ ମୁଣ୍ଡିଆସାହିରେ ସିରିଜ୍ ବୋମାମାଡ଼ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରାୟ ୭ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଜଣେ ପୁରୁଷ ଓ ଜଣେ ମହିଳା ଆହତ ହୋଇଥିବାବେଳେ ସେମାନଙ୍କୁ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସ୍.କେ.ଶାହାବୁଦ୍ଦିନ ନାମକ ଜଣେ...
ଭୁବନେଶ୍ୱର: ଉପନିର୍ବାଚନ ପାଇଁ ସରଗରମ ହୋଇଛି ତିର୍ତ୍ତୋଲ ରାଜନୀତି। ନଭେମ୍ବର ୩ରେ ପଡ଼ିବ ଭୋଟ୍ ସେଥିପାଇଁ ସବୁ ଦଳ ନିଜ ନିଜର ମୁଦ୍ଦା ଭୋଟର୍ଙ୍କ ପାଖରେ ରଖୁଛନ୍ତି। ୨୦ ବର୍ଷ ବିଜେଡି ସରକାରର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତିର୍ତ୍ତୋଲରେ ବନ୍ଦ ଥିବା ସୂତାକଳ ଏଯାଏଁ କାର୍ଯ୍ୟକ୍ଷମ ହୋଇ...
ପୁରୀ: ପୁରୀ ଜିଲ୍ଲାରେ ପରିମଳ ନାଁରେ ହୋଇଛି ହଜାର ହଜାର ଟଙ୍କାର ଜାଲିଆତି। କେଉଁଠି ଗୋଟିଏ ବି ପାଇଖାନା ନଥିବା ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇ ଫଳକ ଲଗାଯାଇଛି ତ ଆଉ କେଉଁଠି ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି। ପୁଣି କେଉଁଠି ଗୋଟିଏ ପାଇଖାନାରେ ଏକାଧିକ...