ପୁରୀ: ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଗୋଶାଳା, ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ। ପୁରୀ ଯାଇ ଏସବୁର ସ୍ଥିତି ସମୀକ୍ଷା କରିଛନ୍ତି ସଚିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଶବ ସତ୍କାର କରିବାକୁ...
ନୂଆଦିଲ୍ଲୀ: ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ। ଆମଦାନୀ ହେଉଥିବା ବିଦେଶୀ ସାମଗ୍ରୀ ଆଉ ନ କିଣିବା ଲାଗି ଦେଶର ୪ ହଜାର କ୍ୟାଣ୍ଟିନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଡିଆଗୋ ଓ ପେରନଡ୍ ରିକାର୍ଡ ଭଳି କଂପାନୀର ବିଦେଶୀ ମଦ ଆଉ ଆର୍ମି କ୍ୟାଣ୍ଟିନରେ ମିଳିବ...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଟକରୁ ୨୮୧, ସୁନ୍ଦରଗଡ଼ରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫,...
ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଲିଉଡ୍ ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ...
ପାଟନା: ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟ ଏନ୍ଆଇରେ ଖବର ପ୍ରକାଶ ପାଇଛି। ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିର ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ...
ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି। ହାଥରସ ଘଟଣା ଯେମିତି କଂଗ୍ରେସ ତତ୍ପରତା ଦେଖାଇଥିଲା ସେହିଭଳି ପଞ୍ଜାବରେ ଘଟିଥିବା ଘଟଣାକୁ ନେଇ କଂଗ୍ରେସ କାହିଁକି ନୀରବ ଅଛି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ଏବେ...
ରାଉରକେଲା: ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କୁ ବୀରମିତ୍ରପୁର ଝୁରୁମୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ଗତକାଲି ସଂଧ୍ୟାରୁ ଏସ୍ଓଏସ୍ ଭିଲେଜ୍ରୁ ନିଖୋଜ ହୋଇଥିଲେ ନାବାଳିକା। ନିଖୋଜ ନେଇ ଛେଣ୍ଡ ଥାନାରେ ଏତଲା କରିଥିଲେ ଏସଓଏସ କର୍ତ୍ତୃପକ୍ଷ। ଗତ ଜୁଲାଇରେ ବୀରମିତ୍ରପୁର ଥାନାରେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଜୟା ଦଶମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ କରୋନା ସମୟରେ ସମସ୍ତେ ସୀମା ଭିତରେ ରହି କାମ କରିବା ଉଚିତ ବୋଲି ମୋଦି କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ ଯୁବକ ଯୋଗଦାନକୁ ପ୍ରଶଂସା...
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସହିତ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ସମ୍ପର୍କ ରଖିବା ଓ ଏହାର ସୁରକ୍ଷା କରିବା ହିଁ ଚାଇନାର ବିସ୍ତାରବାଦନୀ ନୀତିକୁ ଦମନ କରିପାରିବ। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ବିଜୟାଦଶମୀ ଉତ୍ସବରେ ଯୋଗ ଦେଇ ରବିବାର ଏପରି କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ଭାରତର...
ମୁମ୍ବାଇ: ଦେଶରେ ହୁହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରୁ ଡାକ୍ତରଖାନାରେ ବେଡ୍ ଅଭାବ ହେଲା। ଏହାପରେ ଆଇସୋଲେନସ ଓ ଚିକିତ୍ସା ପାଇଁ ରେଳ ଡବାକୁ କରୋନା ବେଡ୍ରେ ପରିଣତ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଥିଲା। କିନ୍ତୁ ଦେଶର ସବୁଠାରୁ...
ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନୀ ମଇଦାନରେ ବିଭିନ୍ନ ଦଳ ବିରୋଧୀଙ୍କ ଉପରେ କଡ଼ା ଟିପ୍ପଣୀ କରିବା ସହିତ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି। ରବିବାର ନିର୍ବଚନୀ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା...
ଲକ୍ଷ୍ମୀପୁର: ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ କରୋନା ରୋଗୀକୁ ପିଠିରେ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ କୋଭିଡ୍ ଯୋଦ୍ଧା। ପାଖାପାଖି ଅଧକିଲୋମିଟର ପର୍ଯ୍ୟନ୍ତ ପିଠିରେ ବୋହିଥିଲେ କୋଭିଡ୍ ଯୋଦ୍ଧା। ଏଭଳି ଘଟଣା ଘଟିଛି ଆସାମର ଘୁଲାମାରା ଅଞ୍ଚଳର। ଏହି କୋଭିଡ୍ ଯୋଦ୍ଧା ହେଲେ ୧୦୮ ଆମ୍ବୁଲାନ୍ସ...
ମୁମ୍ବାଇ: ଭାରତର ପ୍ରଥମ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍ କପିଲ ଦେବ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ହାର୍ଟଆଟାକ୍ର ପରେ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ପରେ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି କପିଲ। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ ଆଜି...
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ମୁମ୍ବାଇର ଆଉ ଏକ ଡ୍ରଗ୍ସ ସପ୍ଲାଏ ଗ୍ରୁପ୍ର ପର୍ଦ୍ଦାଫାସ କରିଛି। ଏହି ଗ୍ରୁପ୍ରେ କେତେକ ଅଭିନେତା ଓ ଅଭିନେତ୍ରୀ ଡ୍ରଗ୍ସ ସପ୍ଲାଏ କରିବା ଓ ଡ୍ରଗ୍ସ ନେବା କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି...
ନୂଆଦିଲ୍ଲୀ: ବିଜୟା ଦଶମୀ ଉପଲକ୍ଷେ ସିଏଏ ଉପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଦେଇଥିବା ଭାଷଣରେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ। ମୁସଲମାନେ ଛୁଆ ନୁହଁନ୍ତି ଯେ ତାଙ୍କୁ କେହି ଭ୍ରମିତ କରିଦେବ ବୋଲି କହିଛନ୍ତି ଓୱେସୀ। ବିଜୟା ଦଶମୀ ଉପଲକ୍ଷେ ଏକ ଭାଷଣରେ...
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ଏହି ପରୀକ୍ଷଣ କରାଯିବ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ ବୋଲି ଓଡ଼ିଶା କ୍ଲିନିକାଲ ଟ୍ରାଏଲ ମୁଖ୍ୟ ଇ.ଭେଙ୍କଟରାଓ ସୂଚନା ଦେଇଛି। ଓଡ଼ିଶାର...
ନୂଆଦିଲ୍ଲୀ: ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋ ଠାରେ କରୋନାର ଲକ୍ଷଣ ନାହିଁ ଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି।...
ଇସଲାମାବାଦ: ପାକିସ୍ତାନ ପେଶାୱାର ଠାରେ ଥିବା ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଖବର ଅନୁସାରେ, ଏହି ଘଟଣାରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ପେଶାୱାର ଏକ କଲୋନୀରେ ଥିବା ମଦ୍ରାସାରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ...
ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୪% ଙ୍କ ନାଁରେ ଅପରାଧିକ ମାମଲା ରହିଛି। ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀମାନଙ୍କ ଦାଖଲ ସତ୍ୟପାଠକୁ ବିଶ୍ଳେଷଣ କରି ବିହାର ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍...
ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। କୋର୍ଟ...