ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା। ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ…
ଲଦାଖ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲ୍ଏ( ଚୀନ ସେନା)କୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ଦେଶପାଇଁ ବିଶ୍ୱସ୍ତ ରହିବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ CNN ଏହି ଖବର ପ୍ରକାଶ କରିଛି। ଲଦାଖର ଏଲ୍ଏସିରେ ଭାରତ...
ନାସିକ: କାର ଧକ୍କା ପରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଏନ୍ସିପି ନେତା ସଞ୍ଜୟ ସିନ୍ଦେ। ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି। ସଞ୍ଜୟ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବାବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ଶର୍ଟ ସର୍କିଟ ଯୋଗୁ ତାଙ୍କ କାର୍ରେ ନିଆଁ ଲାଗିଯାଇଥିଲା। ଅଙ୍ଗୁର...
ଗାନ୍ଧୀନଗର: ଅକ୍ଟୋବର ୧୭ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟେଚ୍ୟୁ ଅଫ୍ ୟୁନିଟି। କରୋନା ଭାଇରସ୍ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଏହି ପ୍ରତିମୂର୍ତ୍ତୀ ପୁଣିଥରେ ଖୋଲିବା ନେଇ ପ୍ରସ୍ତୁତ ହେଉଛି। ଏହି ଦିନ ନବରାତ୍ରୀ ପଡ଼ୁଥିବାରୁ...
ନୂଆଦିଲ୍ଲୀ: ବଲିଉଡ୍ର ଆଉ ଜଣେ ଅଭିନେତା ଏବେ ଭେଣ୍ଟିଲେଟରେ ଜୀବନ ମରଣର ଯୁଦ୍ଧ ଲଢ଼ୁଛି। ସେ ହେଲେ ମେହେନ୍ଦୀ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅପୋଜିଟ୍ରେ ଅଭିନୟ କରିଥିବା ଫରାଜ ଖାନ। ନିଜ ଚିକିତ୍ସା ପାଇଁ ବି ଏହି ଅଭିନେତାଙ୍କ ପାଖରେ ପଇସା ନାହିଁ। ଆଉ ଏହି ସମୟରେ ସହଯୋଗରେ...
ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧୪ ଓ ୧୫ ତାରିଖ ରାତିରେ ମଧ୍ୟପ୍ରଦେଶର ମନ୍ଦିରମାଳିନୀ ସହର ଉଜ୍ଜେନରେ ଏଭଳି ଘଟଣା ଘଟିଛି। ମଦମୃତ୍ୟୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ...
ମୁମ୍ବାଇ: ସାଣ୍ଡାଲଉଡ୍ ଡ୍ରଗ୍ସ ଯାଞ୍ଚ ମାମଲାରେ ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘର ସର୍ଚ୍ଚ କରିଛି ବେଙ୍ଗାଲୁରୁ ପୋଲିସ। ଆଜି ବିବେକଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ପୋଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜୀବରାଜ ଅଲ୍ଭାଙ୍କ ପୁଅ ଅଦିତ୍ୟ...
ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକ ଜନଶକ୍ତି ପାର୍ଟିଂ ଅଧ୍ୟକ୍ଷ ଚିରାଗ ପାଶୱାନ। ନୀତୀଶ ତାଙ୍କ ବାପାଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ଚିରାଗ। ପିଟିଆକୁ ଦେଇଥିବା ଏକ ସକ୍ଷାତକାର ଏଭଳି ଅଭିଯୋଗ ଆଣିଛନ୍ତି ଚିରାଗ। ସେ କହିଛନ୍ତି “ ନିକଟରେ ନୀତୀଶ...
ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡ୍ ଅଭିନେତା ରଣବୀର ସିହଂଙ୍କ ଗାଡ଼ି। ଷ୍ଟୁଡିଓରୁ ଡବିଂ ସାରି ଫେରୁଥିବା ବେଳେ ରଣବୀରଙ୍କ ଗାଡ଼ି ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଜଣେ ବାଇକ୍ ଆରୋହୀ ରଣବୀରଙ୍କ କାର୍କୁ ପଛପଟୁ ଧକ୍କା ଦେଇଥିଲେ। କାର୍ରେ ଧକ୍କା ଲାଗିବା ପରେ ରଣବୀର...
ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା। ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ହେବା ପରେ ଶେଷରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାନୁ। ଶୋଇଥିବା ବେଳେ ଭାନୁଙ୍କ ବିୟୋଗ ହୋଇଛି। ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ଭାନଙ୍କୁ ଝିଅ...
ନୂଆଦିଲ୍ଲୀ: ଭାରତକୁ ଆତଙ୍କବାଦୀ ପଠାଇବାକୁ ଜୋର୍ଦାର ଉଦ୍ୟମ କରୁଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ପାକିସ୍ତାନ ଆତଙ୍କାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାବାକୁ ଯୋଜନା କରୁଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭଣେ ସୂଚନା ଦେଇଛନ୍ତି। କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭୁଣ୍ଡରୁ କରୁଛି। ଏଥିସହ...
ନୂଆଦିଲ୍ଲୀ: ୟୁରୋପରେ ପୁଣି କରୋନା ଆତଙ୍କ ଦେଖା ଦେଇଛି। ସବୁଠୁ ଅଧିକ ପ୍ରଭାବିତ ଆମେରିକା, ଭାରତ ଓ ବ୍ରାଜିଲ୍ ଭଳି ଦେଶରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ୟୁରୋପରେ ଦୈନିକ ତାଠାରୁ ଅଧିକ ନୂଆ ସଂକ୍ରମିତ ହେଉଛନ୍ତି। ବ୍ରିଟେନରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ଖରା ଯାଇ ଶୀତ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଗବେଷଣା ଜାରି ରହିଛି। ବିଭିନ୍ନ କ୍ଷେତ୍ରରେ ଗବେଷଣା ଚାଲିଛି। ନବଜାତ ଶିଶୁ ଓ ସଂକ୍ରମିତ ମା’ଙ୍କୁ ନେଇ ମଧ୍ୟ ଏକ ସର୍ଭେ ହୋଇଥିଲା। ଏହି ସର୍ଭେରେ ଚମକାଇ ଦେବା ଭଲି ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ତଳେ ଫ୍ରାନ୍ସରେ କରାଯାଇଥିବା...
ବାଲେଶ୍ୱର: ବାଲେଶ୍ୱର ସହରର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ କୁ ଆହୁରି ୭ଦିନ ପାଇଁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ। ୨ ତାରିଖ ମଧ୍ୟରାତ୍ରିରେ ଏହା ଶେଷ ହେବାକୁ ଥିବାବେଳେ ଏହାକୁ ଆସନ୍ତା ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୪ ଦିନ…
କଟକ: ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଆଡଭୋକେଟ୍ ଜେନେରାଲ। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ...
ଯାଜପୁର: ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା। ପୂର୍ବରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ମାନଙ୍କର କୋଭିଡ ଟେଷ୍ଟ ହୋଇଛି। କେବଳ ସେବାୟତ ଓ ପୋଲିସମାନଙ୍କ ଦ୍ୱାରା ରଥଯାତ୍ରା କରାଯିବା ନେଇ ନିଷ୍ପତି ହୋଇଛି। ୨୫୦ରୁ ଅଧିକ ଆଣ୍ଟିଜେନ କିଟ୍ ମାଧ୍ୟମରେ ପରୀକ୍ଷା...
ରାୟଗଡ଼ା: ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ। ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ। ହୋଇଛି। ଏଥିରେ ଆଉ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଣପୁର: ଓକିଲଗୁଡ଼ାରେ ଥିବା ପଥର...
ଭୁବନେଶ୍ୱର: STF କବ୍ଜାରେ ୨ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି କ୍ରାଇମବ୍ରାଞ୍ଚ STF । ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଏବଂ ବିକାଶ ବେହେରା। ଧରାପଡ଼ିଥିବା ଦୁଇ ଜଣ ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୁହିଁଙ୍କ...