ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା- ୪୩୮, କଟକ- ୨୦୪, ଅନୁଗୁଳ- ୧୪୮, ଯାଜପୁର- ୧୧୯, ବାଲେଶ୍ୱର- ୧୧୩, ସମ୍ବଲପୁର- ୧୦୯, ମୟୂରଭଞ୍ଜ-୯୯, ବଲାଙ୍ଗିର-...
ରେଢ଼ାଖୋଲ: ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯୁଯୁମୁରା ବାନ୍ଦେର ପାହାଡ଼ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୨ ଦିନ ତଳେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ...
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କ ପାଇଁ କିଛି ଖବର ଶୁଣାଇବି। ଆପଣ ନିଶ୍ଚୟ ସାମିଲ୍...
ଗୋଆ: ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍ଲେକରଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଛି। ହ୍ୟାକର୍ ଚନ୍ଦ୍ରକାନ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆପତ୍ତିଜନକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏନେଇ ଚନ୍ଦ୍ରକାନ୍ତ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ...
କର୍ଣାଟକ: ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲାର ଶୁଣାଣି କରୁଥିବା NDPS(Narcotic Drugs and Psychotropic Substances )ର ଜଣେ ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମା ଆକ୍ରମଣରେ ଧମକ ମିଳିଛି। ଡ୍ରଗ୍ସ ରାକେଟ୍ରେ ଗିରଫ ହୋଇଥିବା ଦୁଇ ହିରୋଇନ୍ଙ୍କୁ ବେଲ୍ ନମିଳିଲେ ବୋମା ମାଡ଼ ହେବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଛନ୍ତି। କର୍ଣ୍ଣାଟକାର...
ପୁଲୱାମା: ଆତଙ୍କବାଦୀଙ୍କୁ ପୁଣି ଏନ୍କାଉଣ୍ଟର କଲା ସେନା। ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଦୁଇ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି ଯବାନ। ଦକ୍ଷିଣ କାଶ୍ମୀର ହକ୍ରିପୋରାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ହକ୍ରିପୋରା ଠାରେ ଆତଙ୍କବାଦୀ ଲୁଚି...
ପାନାଜୀ: ମୋବାଇଲ୍ ହ୍ୟାକ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍ଲେକର। ତାଙ୍କ ମୋବାଇଲ୍ରୁ ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍କୁ ଆପତ୍ତିଜନକ ଭିଡିଓ ପଠାଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଗୋଆରେ ବିଜେପିର ଅଡ଼ୁଆ କିନ୍ତୁ ବଢ଼ିଯାଇଛି। କାରଣ...
ନୂଆଦିଲ୍ଲୀ: ପୂର୍ବ ସୂଚନା ମୁତାବକ ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ସମ୍ବୋଧନରେ ଦେଶବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସେ କହିଛନ୍ତି ଯେ ପାପ, ଭୁଲ ଓ ବେମାରୀକୁ ଆଦୌ ଛୋଟ ଭାବିବା ଉଚିତ ନୁହେଁ। ଆମ...
ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ...
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରଚାର ଜୋର୍ ଧରିଲାଣି। ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେଓ୍ୱିୱେଟ୍ ନେତା। ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ୍ର ଟାର୍ଗେଟ୍ରେ ରହିଛି ବିଜେଡିା ପ୍ରଥମେ ବାଲେଶ୍ୱର ସ୍ଥିତି ଜାଣନ୍ତୁ, ଏଠାରେ ଆଜି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ...
ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇ, ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ଏସ୍ସିବି ନେବା ଏବଂ ସେଠାରେ ମୃତ୍ୟୁ ଘଟଣାର ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ୍। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଏସ୍ସିବି...
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭା ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି।...
ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ ଓପନ୍ର ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ଧମାକା। ଆଇପିଏଲ୍ର ୫ମ ବ୍ୟାଟ୍ସମ୍ୟାନ୍ ଭାବେ ୫ ହଜାର ରନ୍ ପୂରଣ କଲେ ଶିଖର। ଚଳିତ ଆଇପିଏଲ୍ ସିଜନରେ ଶିଖର ଧାୱନଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ବିଶେଷକରି ଗତ ୩ଟି ମ୍ୟାଚ୍ରେ ଶିଖର ୬୯, ୫୭ ଓ...
ଭୁବନେଶ୍ୱର: ଉପନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଚେଲା କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କ ସହ ସେ ବୈଠକ କରିବେ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସେ ରଣନୀତି ପ୍ରସ୍ତୁତ...
ଭୁବନେଶ୍ୱର: ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ଥାନାରେ ଆଜି ହାଜର ହୋଇପାରି ନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ। ଥାନାରେ ହାଜର ପାଇଁ ସେ ୧୫ଦିନ ସମୟ ମାଗିଛନ୍ତି। ଦେଢ଼ ବର୍ଷ ତଳର ଫେକ୍ ଭାଇରାଲ୍ ଭିଡିଓ ମାମଲାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଭୁବନେଶ୍ୱରରେ ରାସ୍ତା ଉପରୁ...
ଭୋପାଳ: ମଧ୍ୟପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଦେଶର ସମସ୍ତ ମାଦ୍ରାସାକୁ ବନ୍ଦ କରିବା ଉଚିତ। ସେଠାରେ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି ବୋଲି ଉଷା ଠାକୁର କହିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଷା କହିଛନ୍ତି “ଦେଶର ସମସ୍ତ ଆତଙ୍କାବାଦୀ...