• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ashwani-kumar
ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମ୍‌ଲା: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱନୀ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି। ସିମ୍‌ଲାସ୍ଥିତ ତାଙ୍କ ବାସଭବନରୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି...

ugc
ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ କଲା UGC; ଓଡ଼ିଶାର ଦୁଇ ବିଶ୍ୱବିଦ୍ୟାଳୟ ତାଲିକାଭୁକ୍ତ

ନୂଆଦିଲ୍ଲୀ: ୟୁନିଭର୍ସିଟିଟ ଗ୍ରାଣ୍ଟ କମିଶନ (UGC) ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGCର ତାଲିକାରେ ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ତାଲିକାଭୁକ୍ତ ଏହି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ମଧ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ନାହିଁ ରହିଛି। ସେହି ଦୁଇ ନକିଲ ବିଶ୍ୱବିଦ୍ୟାଳୟ ହେଲା ୧-...

ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍
ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍

ପାଟନା: ବିହାରରେ ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍ ଅପରାଧୀ ମାଧବ ରବି ଦାସ। ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମୋଷ୍ଟ ୱାଣ୍ଟେଡ୍‌ ଥିଲା ମାଧବ। ବିହାର ଏବଂ ଓଡ଼ିଶା ପୁଲିସ୍‌ ମିଳିତ ଉଦ୍ୟମ କରି କୁଖ୍ୟାତ ଅପରାଧୀ ମାଧବକୁ  ଗିରଫ କରିଥିବା ଜଣାପଡ଼ିଛି। ଗିରଫ୍‌ ପରେ...

ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କଲେ ବାଂଲାଦେଶୀ କ୍ରିକେଟର୍‌
ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କଲେ ବାଂଲାଦେଶୀ କ୍ରିକେଟର୍‌

ଦୁବାଇ: ଗଙ୍ଗନମ୍ ଷ୍ଟାଇଲ୍‌ ପରେ କ୍ରିକେଟ୍‌ରେ ଏବେ ସେଲିବ୍ରେସନ୍‌ର ନୂଆ ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି। ତାହା ହେଉଛି, ନାଗିନ୍‌ ଡ୍ୟାନ୍ସ। ନିଦାହସ୍‌ ଟ୍ରଫିଠାରୁ ଆରମ୍ଭ କରି ଏସିଆ କପ୍ ପର୍ଯ୍ୟନ୍ତ ସବୁଠି ବାଂଲାଦେଶର କ୍ରିକେଟର୍‌ମାନେ ଏହି ନୂଆ ଅନ୍ଦାଜ୍ ଦେଖାଇଛନ୍ତି। ଶୁକ୍ରବାର ଏସିଆ କପ୍ ଫାଇନାଲରେ କିଛି ଏଭଳି...

ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା
ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା

ନୂଆପଡ଼ା:  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ।  ଆମେ କହୁଛୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଖଇରପଦର ପଞ୍ଚାୟତରେ ଥିବା ବାଞ୍ଚୀମୁଣ୍ଡା ଗାଁର...

ବିପିଏଲ୍ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି, ଶୋଷ ମେଣ୍ଟାଉଛି ନାଳପାଣି
ବିପିଏଲ୍ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି, ଶୋଷ ମେଣ୍ଟାଉଛି ନାଳପାଣି

କୋରାପୁଟ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଆମ ରାଜ୍ୟରେ ଏମିତି କିଛି ଗାଁ ଅଛି, ଯେଉଁଠି ପିଚୁ ରାସ୍ତା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ କର ହୋଇପଡ଼ୁଛି। ଏହି ଦୁରବସ୍ଥା ହେଉଛି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ମୁଣ୍ଡଗଡ଼ତି ସମେତ ଅନ୍ୟ...

biraja
ମା’ ବିରଜାଙ୍କ ରଥଯାତ୍ରା ନେଇ କ'ଣ କହିଲେ ହାଇକୋର୍ଟ ?

କଟକ: ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ସୂଚନାଥାଉକି, ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା...

lootera
ଧରାପଡ଼ିଲେ ୫ ରାଜଧାନୀ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ୍ କମୁନଥିବା ବେଳେ ଅନ୍ୟ ପଟେ ଧରାପଡ଼ିଛନ୍ତି ହାଇୱେ ଲୁଟେରା। ୫ ଜଣ ହାଇେୱେ ଲୁଟେରାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ୧୦ ଲକ୍ଷରୁ ଅଧିକ  ଟଙ୍କାର ଗହଣା, ୩ ବାଇକ, ଲାପଟପ୍ ଜବତ ସହ ମାରଣାସ୍ତ୍ର ଜବତ ହୋଇଛି। ରାଜଧାନୀର...

petroll
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ନିଖୋଜ୍ ଅଭିଯୋଗ

ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସିମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ ଏଭଳି ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର।...