• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

pradeep-moharthy
ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର

ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ...

mukesh-shani
ବିହାର ନିର୍ବାଚନ: ମେଣ୍ଟରୁ ଓହରିଲା ଭିଆଇପି, ଏକାକୀ ଲଢ଼ିବ ନିର୍ବାଚନ

ପାଟନା: ବିହାର ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତକାଲି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହୋଇଥିବା ଭିଆଇପି(ବିକାଶଶୀଳ ଇନସାନ ପାର୍ଟି) ଏକାକୀ ୨୪୩ ସିଟ୍‌ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଆର୍‌ଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା ସହିତ ଏପରି...

‘ତିତ୍‌ଲି’ ପାଇଁ ଟ୍ରେନ୍‌ ବାତିଲ୍‌ !
‘ତିତ୍‌ଲି’ ପାଇଁ ଟ୍ରେନ୍‌ ବାତିଲ୍‌ !

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କେତୋଟି ଟ୍ରେନ୍‌ ଚଳାଚଳ ରଦ୍ଦ ନେଇ ନିର୍ଦ୍ଦେଶ ଜାରି ହୋଇଛି। ବାତ୍ୟା ସମ୍ଭାବନା ଥିବାରୁ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍ ଏବଂ ଆନ୍ଧ୍ରର ବିଜୟନଗରମ୍‌ ମଧ୍ୟରେ ଟ୍ରେନ୍‌ ଚଳାଚଳ ବାତିଲ୍‌...

hatharash
ହାଥରସ ଘଟଣା: ପୀଡ଼ିତାଙ୍କ ଭାଇ କହିଲେ, ମାଜିଷ୍ଟ୍ରେଟ୍‌ଙ୍କୁ ନିଲମ୍ବିତ କରାଯାଉ

ଲକ୍ଷ୍ନୌ: ହାଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଅନୁମତି ମଳିବା ପରେ ରାଜନୀତି ଜୋର୍‌ ଧରିଛି। ବିଭିନ୍ନ ଦଳର ନେତା, ଆଇନିଜୀବୀ ଓ ଅନ୍ୟମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ନ୍ୟାୟ ଦାବି କରୁଛନ୍ତି। ଏମିତି ସ୍ଥିତିରେ ହାଥରସ ପୀଡ଼ିତାଙ୍କ ଭାଇ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି। ସୁପ୍ରିମକୋର୍ଟର...

harshwardhn
କରୋନା ଭ୍ୟାକ୍ସିନ: ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ: ଆସନ୍ତା ବର୍ଷା ଜୁଲାଇ ମାସ ସୁଦ୍ଧା ୪୦୦ରୁ ୫୦୦ ମିଲିୟନ କରୋନା ଡୋଜ୍‌‌ ଆଣିବା ସହିତ ଭାରତର ୨୫ କୋଟି ଲୋକଙ୍କୁ ଟିକାକରଣ କରାଇବା ଲକ୍ଷ୍ୟ ରହିଛି। ‘ସଣ୍ଡେ ସମ୍ବାଦ’ କାର୍ଯ୍ୟକ୍ରମର ଚତୁର୍ଥ ଅଧ୍ୟାୟରେ ସୋସିଆଲ୍‌ ମିଡିଆ ୟୁଜର୍‌ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏପରି କହିଛନ୍ତି କେନ୍ଦ୍ର...

trump
ସୁଧୁରୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା। ଭଲ ଅନୁଭବ କରୁଛି, ଖୁବ୍‌ଶୀଘ୍ର ଫେରିବି, ଆଗକୁ ଅସଲ ପରୀକ୍ଷା ବୋଲି ଏକ ଭିଡିଓ ଟୁଇଟ୍ କରି କହିଛନ୍ତି ଟ୍ରମ୍ପ। ସେ କରୋନା ଆକ୍ରାନ୍ତ ହୋଇ ଓ୍ୱାଶିଂଟନ୍ ନିକଟସ୍ଥ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।...

rahul
ରାହୁଲ ଗାନ୍ଧି କହିଲେ, ସରକାରକୁ ଆସିଲେ ନୂଆ କୃଷି ନିୟମ ହଟାଇ ଦେବୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିଷୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ପଞ୍ଜାବରେ ଏହାକୁ ଜୋର୍‌ଦାର ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ମୋଗାରେ ପହଞ୍ଚିଥିଲେ। ସେଠାରେ କୃଷକଙ୍କୁ ପ୍ରତିଶ୍ରୁତି ଦେଇ ରାହୁଲ...

tamanna
ଅଭିନେତ୍ରୀ ତମନ୍ନାଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍‌ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହାଇଦ୍ରାବାଦ୍‌ରେ ସେ ଏକ ୱେବ୍‌ ସିରିଜ୍‌ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା...