ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଜଣେ ନାବାଳିକାଙ୍କୁ ଅମାନବୀୟ ଭାବେ ମାଡ଼ ମାରି ଭିଡିଓ ଭାଇରାଲ କରିବା ଘଟଣାରେ ତିନି ଯୁବକ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ପୋଲିସ...
ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସିପି କହିଛନ୍ତି, ଏହି ଘଟଣାରେ ପୋଲିସ ନିଜ ଆଡୁ ଏତଲା କରୁଛି। ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହେଲା ତାର ତଦନ୍ତ ହେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ ସୂଚନା...
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଦିନକରେ ୩୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି। ଚିହ୍ନଟ ହୋଇଥିବା ୩୧୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୨୩୦ ରହିଛି। ସେହପିର ଓଲ୍ଡ ଟାଉନରୁ...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୫୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୨୯୨, ପୁରୀରୁ ୨୫୪ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି...
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା କରିବା ପରେ ରାଜ୍ୟ ସରକାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ରାଶି ଦେବେ ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ସହାୟତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହିଦ...
ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ଏଥରର ସାରଳା ପୁରସ୍କାର ପାଇବେ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ। ତାଙ୍କ କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ସେ ପୁରସ୍କୃତ ହେବେ। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବା ସହିତ ମାନପତ୍ର ପ୍ରଦାନ...
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଆସ ମନା ହୋଇଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ କଟକଣା ଜାରି...
ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ନ ହାତ ଧରିଛନ୍ତି ବିଜେଡିର ପୂର୍ବତନ ନେତା। ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଛାଡ଼ିଛନ୍ତି। ନାରାୟଣ ବିଜେଡିର ସଦର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ୧୮ଟି ପଞ୍ଚାୟତର...
ଖୋର୍ଦ୍ଧା: ଗୋଟିଏ ଅଭିଯୋଗରେ ମିଛ ଧରା ପଡ଼ୁ ପଡ଼ୁ, ପଛକୁ ପଛ ଖଞ୍ଜା ହେଉଛି ଆଉ ଗୋଟିଏ ଲେଖାଁ ଅଭିଯୋଗ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ଜବରଦଖଲ ଅଭିଯୋଗକୁ ନେଇ ଓଟିଭିକୁ କ୍ଲିନଚିଟ୍ ପରେ ବାଘମାରୀ ଥାନାରେ ଆଉ ଏକ ଅଭିଯୋଗକୁ ନେଇ ମାମଲା ହୋଇଛି। ତେବେ ସ୍ଥାନୀୟ...