• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

farmer
ହାଥରସ ଆକ୍ରୋଶ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇଲେ କଂଗ୍ରେସ କର୍ମୀ

ବାରାଣସୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ୟୁପି ସରକାରଙ୍କର ପୀଡ଼ିତାଙ୍କ ପରିବାରକୁ କାହାକୁ ଭେଟିବାକୁ ନ ଦିଆଯିବା ନିଷ୍ପତ୍ତିକୁ ଚାରିଆଡ଼ୁ ବିରୋଧ କରାଯାଉଛି। ହାଥରସ ଅସନ୍ତୋଷର ନିଆଁ ବାରାଣସୀରେ ବି ଦେଖିବାକୁ ମିଳିଛି।...

ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବ କମ୍ପାନୀ
ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବ କମ୍ପାନୀ

ଭୁବନେଶ୍ୱର: ଠିକା ବା ଚୁକ୍ତିରେ ଚାଷପାଇଁ ଅଧ୍ୟାଦେଶ ଆଣିବେ ସରକାର। ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବେ ଦେଶୀ ଓ ବିଦେଶୀ କମ୍ପାନୀ। ଏବେ କମ୍ପାନୀ ଠିକା ଚାଷ କରିବେ। ଏଥିପାଇଁ କମ୍ପାନୀଙ୍କୁ ଆକୃଷ୍ଟ କରିବାକୁ ଗୁରୁଗ୍ରାମରେ ରୋଡ ସୋ  କରିଛନ୍ତି ସମବାୟ ମନ୍ତ୍ରୀ। ରାଜ୍ୟରେ କଣ୍ଟ୍ରାକ୍ଟ...

chahal
ଚହଲ ଧରିଲେ ଏମିତି କ୍ୟାଚ୍‌, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠିଲା ଅଙ୍ଗୁଳି: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ବିପକ୍ଷରେ ସଞ୍ଜୁ ସାମସନ୍‌ ଆଜି ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ମାତ୍ର ୪ ରନ୍ କରି ଯୁଜ୍‌ବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଗଲେ। ଚହଲଙ୍କ ଲେଗ୍‌ସ୍ପିନ୍‌ ବଲ୍‌କୁ ବୁଝିପାରିଲେନି ସଞ୍ଜୁ। ସିଧା ବୋଲରଙ୍କ ହାତକୁ କ୍ୟାଚ୍‌ ଦେଇଦେଲେ। ଚହଲଙ୍କର ଏହି କ୍ୟାଚ୍‌କୁ ନେଇ...

mamata-banerji
ବିଜେପି ସବୁଠାରୁ ବଡ଼ ମହାମାରୀ: ମମତା ବାନାର୍ଜୀ

କୋଲକାତା: ହାଥରସ ଘଟଣା ପାଇଁ ଆଜି କୋଲକାତା ଏକ ବିଶାଳ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଲିରେ ସମ୍ବୋଧନ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ମମତା। ହାଥରସ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ବି ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।...

priyanka
ପୋଲିସର ଲାଠି ମାଡ଼ରୁ ଦଳୀୟ କର୍ମୀଙ୍କୁ ଏମିତି ବଞ୍ଚାଇଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ୟୁପି ହାଥରସ ପୀଡ଼ିତାଙ୍କୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ୫ ଜଣଙ୍କୁ ଅନୁମତି ଦେଲେ ଉତ୍ତରପ୍ରଦେଶ ସରକାର। ହେଲେ ତା ପୂର୍ବରୁ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ଏକ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା। ଅନୁମତି ଦେବା ପୂର୍ବରୁ ଅନେକ ଯୁକ୍ତିତର୍କ ହୋଇଥିଲା। ପରେ ରାହୁଲ୍ ଓ ପ୍ରିୟଙ୍କାଙ୍କୁ...

rjd
ବିହାରରେ ବିରୋଧୀ ଦଳର ମହାମେଣ୍ଟ: ତେଜସ୍ୱୀ ଯାଦବ ହେବେ ମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ହୋଇଛି। ଏହି ମହାମେଣ୍ଟରେ ନେତୃତ୍ୱ ନେବେ ଆର୍‌ଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ। ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦଳକୁ ଅଧିକ ସିଟ୍ ମିଳିଛି। ସେହିପରି କଂଗ୍ରେସ ମେଣ୍ଟର ଦ୍ୱିତୀୟ ଦଳ ଭାବେ ଅଧିକ ସିଟ୍‌ ପାଇଛି।...

yogi
ହାଥରସ ମାମଲା: ଶେଷରେ ସିବିଆଇ ତଦନ୍ତ ସୁପାରିଶ କଲେ ଯୋଗୀ ସରକାର

ଲକ୍ଷ୍ନୌ: ବହୁ ତର୍କ ବିତର୍କ ଓ ଚାରିଆଡ଼ୁ ସମାଲୋଚିତ ହେବା ପରେ ଶେଷରେ ହାଥରସ ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ୍...

anshari
କରୋନାରୁ ସୁସ୍ଥ ହେବାର ଦିନକ ପରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ଝାଡ଼ଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ସେ ଗତକାଲି ହିଁ କରୋନାରୁ ସୁସ୍ଥ ହୋଇଥିଲେ। ହୃଦ୍‌ଘାତରେ ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେପ୍ଟେମ୍ବର ୨୬...

rahul-gandhi
ହାଥରସ ମାମଲା: ପୀଡ଼ିତ ପରିବାରକୁ ଭେଟିବା ପରେ କ'ଣ କହିଲେ ରାହୁଲ ?

ନୂଆଦିଲ୍ଲୀ: ବହୁ ସଂଘର୍ଷ ପରେ କଂଗ୍ରେସ ସାଂସଦ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ହଥାରସ ପୀଡ଼ିତାଙ୍କ ପରିବାକୁ ଭେଟିବାକୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର। ୩ ଦଳୀୟ କର୍ମୀଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ପୀଡ଼ିତ ପରିବାରକୁ ଭେଟିବା ପରେ...

aulbum
ବିଡିଓଙ୍କ ଆଲ୍‌ବମ୍‌ ଭିଡିଓକୁ ନେଇ ଚର୍ଚ୍ଚା; ପେଷା ଓ ଅଭିନୟ ନିଶା ଭିତରେ ବିବାଦରେ ସରକାରୀ ବାବୁ

ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍‌ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି।...

ଆନ୍ଧ୍ରରେ ‘ତିତ୍‌ଲି’ର କରାଳ ତାଣ୍ଡବ, ୮ ମୃତ୍ୟୁ
ଆନ୍ଧ୍ରରେ ‘ତିତ୍‌ଲି’ର କରାଳ ତାଣ୍ଡବ, ୮ ମୃତ୍ୟୁ

ହାଇଦ୍ରାବାଦ: ବାତ୍ୟା ‘ତିତ୍‌ଲି’ର କରାଳ ତାଣ୍ଡବ ଦେଖିଛି ଆନ୍ଧ୍ରପ୍ରଦେଶ। ବର୍ତ୍ତମାନ ସୁଦ୍ଧା ‘ତିତ୍‌ଲି’ ପ୍ରଭାବରେ ଆନ୍ଧ୍ର ପ୍ରଦେଶର ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରଣ ହୋଇଛି। ଆନ୍ଧ୍ରର ଏହି ଦୁଇ...