ପାଟନା: ବହୁ ଆଲୋଚନା ପର୍ଯ୍ୟାଲୋଚନା ତର୍କ ବିତର୍କ ପରେ ବିହାରରେ ଏନ୍ଡିଏର ଆସନ ବୁଝାମଣା ହୋଇଛି। ନୀତୀଶ ୫୦-୫୦ ଫର୍ମୁଲାରେ ରାଜି ହୋଇଥିବା ଖବର ମିଳୁଛି। ଅକ୍ଟୋବର ୨୮ ତାରିଖରୁ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ଭାଗ ବଣ୍ଟା ହୋଇଛି।...
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲାଗୁନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ଯେମିତି ବୃଦ୍ଧି ହେଉଛି, ମୃତ୍ୟୁ ସଂଖ୍ୟାରେ ବି ସେହି ଅନୁସାରେ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର...