ଲକ୍ଷ୍ନୌ: ହାଥରସ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହୋଇନି। ଉତ୍ତରପ୍ରଦେଶ ଏଡିଜି ଲ’ଆଣ୍ଡ ଅର୍ଡର୍ ପ୍ରଶାନ୍ତ କୁମାର କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଏଡିଜି କହିଛନ୍ତି “ ପୀଡ଼ିତାଙ୍କ ଫୋରେନ୍ସିକ ରିପୋର୍ଟେର କୌଣସି ସିମେନ୍(ଶୁକ୍ରାଣୁ)ର ଚିହ୍ନ ନାହିଁ। ଏଫ୍ଏସ୍ଏଲ୍(ଫେରେନ୍ସିକ ସାଇନ୍ସ ଲ୍ୟାବୋରେଟାରୀ) ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ବୋଲି...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ସକରଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଡିଏମ୍ ପୀଡ଼ିତାଙ୍କ ପରିବାରକୁ କିଛି କହୁଥିବାର ଶୁଣାଯାଉଛି। ଭିଡିଓରେ ଡିଏମ୍ କହୁଛତି “ଆଜି...
ଲକ୍ଷ୍ନୌ: ହାତରସ ପୀଡ଼ିତାଙ୍କ ବାପା ୟୁପି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ଥିବା ପୋଲିସ କହୁଥିବା ବେଳେ ତାଙ୍କ ସାନ ଭାଇ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଯୋଗେ କଥା ହୋଇ ପୀଡ଼ିତାଙ୍କ ସାନଭାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ଫୋରେନ୍ସିକ ଓ...
ଲକ୍ଷ୍ନୌ: ହାଥରସ ଘଟଣା ପରେ ପୁଣି ସେହି ଉତ୍ତର ପ୍ରଦେଶର ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଭାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ପରିବାର ଲୋକ...
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବର୍ତ୍ତମାନର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରେଟର ନୋଏଡ଼ାର ଇକୋଟେକ୍ ପୋଲିସ୍ ଷ୍ଟେସନ୍ରେ ଏହି ମାମଲା ହୋଇଛି। କରୋନା ସମୟରେ ଉକ୍ତ ଜିଲ୍ଲାରେ ସିଆର୍ପିସିର ୧୪୪...
ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା କରୋନା ଟିକା ମିଳିଯାଇପାରେ ବୋଲି କହିଛନ୍ତି ରଣଦୀପ। ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରଣଦୀପଙ୍କୁ କରୋନା ଟିକା...
ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ...
ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ପି ଓ.ପି ସୋଲାଙ୍କି...
ଲକ୍ଷ୍ନୌ: ହାଥରସର ୧୯ ବର୍ଷୀୟା ଦଳିତ ଯୁବତୀ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ପଞ୍ଚାୟତ ବସାଇଲେ ଉଚ୍ଚ ବର୍ଗର ଲୋକେ। ଦୁଷ୍କର୍ମ ଅଭିଯୋଗରେ ଗିରଫ ଓ ପୋଲିସ କଷ୍ଟୁଡିରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିଛନ୍ତି।...
ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ...
ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ...
ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...
ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି...
ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ
ଲକ୍ଷ୍ନୌ: ହାଥରସ ଘଟଣାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ସରକାରଙ୍କର। ଏହି ମାମଲାରେ ୫ ଜଣଙ୍କ ନିଲମ୍ବିତ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ହାଥରସ ଏସ୍ପି, ଡିଏସ୍ପି, ଷ୍ଟେସନ ଇନସ୍ପେକ୍ଟର ଏବଂ ଦୁଇ ଅନ୍ୟ ଅଫିସର୍ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତା ମାନେ ହେଲେ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହେବା ପରେ ଦେଶ ବିଦେଶରୁ ବହୁ ନେତା ଓ ସେଲିବ୍ରେଟି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି “ମୁଁ ମୋ ବନ୍ଧୁ ରାଷ୍ଟ୍ରପତି...