ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀ କରୋନା ପଜିଟିଭ୍ ହୋଇଛନ୍ତି। ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ସାମାନ୍ୟ ଜ୍ୱର ଛଡ଼ା ଅନ୍ୟ କୌଣସି ଲକ୍ଷଣ ନାହିଁ। ୮୫ ବର୍ଷୀୟ ସୌମିତ୍ର କରୋନାର...
ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୬, ଲୋକାଲ କଣ୍ଟାକ୍ଟ କେସ୍- ୨୪୯ ରହିଛି ବୋଲି ବିଏମ୍ସି କହିଛି।...
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଫାଟି ଯିବାରୁ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଇଂଜିନିୟର ଓ ଅନ୍ୟ ୩ ଜଣ କର୍ମଚାରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର MKCGରେ...
ବାଲେଶ୍ୱର: ପୂର୍ବତନ ସାଂସଦ ଡକ୍ଟର. କାର୍ତ୍ତିକେଶ୍ୱର ପାତ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି। ବାଲେଶ୍ୱରରୁ ଥରେ ସାଂସଦ ସହ ଭୋଗରାଇରୁ ତିନି ତିନିଥର ବିଧାୟକ ଥିଲେ କାର୍ତ୍ତିକେଶ୍ୱର ପାତ୍ର। ଏହା ସହିତ ଓଡ଼ିଆ ସାହିତ୍ୟ ଜଗତ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି। ୫୦ରୁ ଅଧିକ...
ସୁନ୍ଦରଗଡ଼: ଇଟାଭାଟିରୁ ଉଦ୍ଧାର ହେଲା ବାପ-ପୁଅଙ୍କ ଶବ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଏକ ପରିତ୍ୟକ୍ତ ଇଟାଭାଟିରୁ ବାପ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବାପପୁଅଙ୍କ ଘର ଲେଫ୍ରିପଡ଼ା ଥାନା ପୋଡ଼ମୁଣ୍ଡି ଗାଁରେ ବୋଲି ଜଣାପଡ଼ିଛି। ତେବେ ମୃତଦେହ ନିକଟରେ ଏକ ବିଷ ବୋତଲ...