ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ଲୋକ ନାଁ ସାମ୍ନାକୁ ଆସିଥିଲା। ସେଥିରେ ବଲିଉଡ୍ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ଦିଶାଙ୍କର ମୃତ୍ୟୁରେ ସୁରଜଙ୍କର ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଏବେ...
ନୂଆଦିଲ୍ଲୀ: ପ୍ରସିଦ୍ଧ କବି ଓ ଲିରିସିଷ୍ଟ ରାହତ ଇନ୍ଦୋରିଙ୍କ ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଛି। ସେ ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଅରବିନ୍ଦୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ହୃଦ୍ଘାତରେ ତାଙ୍କର...
କଟକ: ଆଜି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ଚିହ୍ନଟ ହୋଇଛନ୍ତି ୪୩ ଜଣ ଆକ୍ରାନ୍ତ। ଏହି ୪୩ ଜଣଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ଅଛନ୍ତି। ଏନେଇ...
ଭୁବନେଶ୍ୱର: କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି। ଭୁବନେଶ୍ୱର DCPଙ୍କ ଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ। ଆଇଆଇସି ଆଇନ ଉଲ୍ଲଙ୍ଘନ କରିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ...
ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ନିକଟରେ ବିବାଦୀୟ ହୋଇଥିବା ଭାଇରାଲ ଅଡିଓ ଓ ସୋସିଆଲ୍ ମିଡିଆରେ ବୁଲୁଥିବା ଏପରି ମାଳ ମାଳ ଭିଡିଓ ଓ ଅଡିଓ କ୍ଳିପ୍ରେ ଏପରି ପ୍ରଶ୍ନ ଉଠୁଛି। କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର...