• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

narayan
କଂଗ୍ରେସକୁ ପୁଣି ଝଟ୍‌କା

ଭୋପାଳା: ରାଜସ୍ଥାନରେ କଂଗ୍ରେସକୁ ସଚିନ ପାଇଲଟଙ୍କ ନାଁରେ ଶକ୍ତ ଆଘାତ ଲାଗିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। କଂଗ୍ରେସ ବିଧାୟକ ନାରାୟଣ ପଟେଲ୍‌ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରେଟେମ୍ ସ୍ପିକର ରାମେଶ୍ୱରଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ନାରାୟଣ। ସ୍ପିକର ମଧ୍ୟ...

amitabha
ଅମିତାଭଙ୍କ କରୋନା ରିପୋର୍ଟକୁ ନେଇ ଗୁଜବ, ଟ୍ୱିଟ କରି ସ୍ପଷ୍ଟ କଲେ BIG B

ନୂଆଦିଲ୍ଲୀ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି! ସେ ଖୁବ୍‌ଶୀଘ୍ର ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ! ଏପରି ଏକ ଗୁଜବ ଖବର ଭାଇରାଲ୍‌ ହେବା ପରେ ଏଥିରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତାଭ।  ଏ ନେଇ ବୁଧବାର ସେ ଟ୍ୱିଟ୍ କରି ଖବରକୁ ମିଛ...

lalkila
ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡ୍‌ଲାଇନ୍ ଜାରି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି। ଗାଇଡଲାଇନ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ। ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ କାଟଛାଣ୍ଟ ହେବ ସ୍ୱାଧୀନତା ଦିବସ ଉତ୍ସବ। ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ପତାକା ଉତ୍ତୋଳନ, ଜାତୀୟ ସଂଗୀତ...

swarupanand-saraswati
'ରାମ ମନ୍ଦିର ଭୂମି ପୂଜା ପାଇଁ ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତ ଅଶୁଭ'

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ। ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତକୁ ଅଶୁଭ ବୋଲି ସେ ଦର୍ଶାଇଛନ୍ତି। ଶ୍ରୀରାମଙ୍କ ମନ୍ଦିର ସଠିକ ଭାବେ ନିର୍ମାଣ ହେଉ ଏବଂ ଭୂମି ପୂଜନ ଶୁଭ ବେଳାରେ ହେଉ ବୋଲି ସେ...

aryna
ଯୁକ୍ତି ଦୁଇ ଛାତ୍ରଙ୍କ କମାଲ; ମାତ୍ର କେଇ ମିନିଟ୍‌ରେ ଜଣାପଡ଼ିବ କରୋନା ରିପୋର୍ଟ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଳାୟ ଦ୍ୱାରା ଆୟୋଜିତ ଆତ୍ମନିର୍ଭର ଭାରତ ଆଇଡିଆଥୋନ୍‌ର ସସ୍‌ଷ୍ଟେନେବଲ ଏନ୍‌ଭାରମେଣ୍ଟ କ୍ୟାଟେଗୋରୀର ବିଜୟୀ ହୋଇଛନ୍ତି ଦିଲ୍ଲୀ ଆର୍‌କେ ପୁରମର ଆର୍ଯ୍ୟନ୍‌ ଗୁଲାଟି। କାରଣ ସେ ଏମିତି ଏକ ଚମତ୍କାର କରି ଦେଇଖାଇଛନ୍ତି ଯାହାଦ୍ୱାରା ମାତ୍ର କେଇ ମିନିଟ୍‌ରେ କୋଭିଡ୍‌-୧୯ ରୋଗକୁ ଚିହ୍ନିବା ସହିତ...

labour
ବଢ଼ିଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ୱର: ବଢ଼ିଲା ଶ୍ରମିକଙ୍କ ମଜୁରୀ। ମଜୁରୀରେ ୫ ଟଙ୍କା ୪୦ ପଇସା ବଢ଼ାଇଲା ରାଜ୍ୟ ସରକାର। ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ ୫ ଟଙ୍କା ୪୦ ବଢ଼ାଇଛନ୍ତି ରାଜ୍ୟ ସରକାର। ସେହି ଅନୁସାରେ, ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସା ହୋଇଥିବା...

ashok-gehelot
ରାଜସ୍ଥାନ ରାଜନୀତି: କାହିଁକି ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଛନ୍ତି ଗେହଲୋଟ ସରକାର ?

ଜୟପୁର: ରାଜସ୍ଥାନରେ ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀ ଓ ଗେହଲୋଙ୍କ ଗୋଷ୍ଠୀଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଓ ରାଜସ୍ଥାନ ହାଇକୋର୍ଟରେ ଆଇନଗତ ଲଢେଇ ଜାରି ରହିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ପାଇଲଟ। ସାମ୍ବାଦିକଙ୍କୁ...