• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Capture
ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ପାଇଁ ବିରୋଧ ଜାରି

କଳାହାଣ୍ତି: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଅଶୋଭନୀୟ ଆଚରଣକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଗତକାଲି ବିଭିନ୍ନ ରାଜନୈତିକ ଦଳ, ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଆଜି ବି କିଛି ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।...

tara
ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣି ଦଳରେ ଏକ ଘରିକିଆ ତାରା !

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ଆଭିମୁଖ୍ୟକୁ ନେଇ କଂଗ୍ରେସରେ କୁହୁଳୁଛି କନ୍ଦଳ। ଦଳରେ ଥାଇ, କାହା ସ୍ୱାର୍ଥ ପାଇଁ କାମ କରୁଛନ୍ତି ତାରା, ତାକୁ ନେଇ ପ୍ରଶ୍ନ ଉଠିଛି। ବିଧାନସଭା ପ୍ରଶ୍ନୋତ୍ତର କାଳର ନିଚ୍ଛକ ସତ ଘଟଣା ଲୋକଙ୍କ ସାମ୍ନାକୁ ଆଣିଥିବା ଓଟିଭି ବିରୋଧରେ...

dama
ପ୍ରବାଦ ପୁରୁଷଙ୍କ ନାଁକୁ ନେଇ ବିଜୁ ସମତାକ୍ରାନ୍ତି ଦଳ ଗଢ଼ିଲେ ଦାମ

ଭୁବନେଶ୍ୱର: ଦାମଙ୍କ ନୂଆ ଦଳର ନାଁ ହେଲା, ‘ବିଜୁ ସମତାକ୍ରାନ୍ତି ଦଳ’। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ଏହି ନାଁ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ଯଜ୍ଞେଶ୍ୱର...

hos
ଡାକ୍ତର ଓ କର୍ମଚାରୀ ଅଭାବରୁ ମେଡିକାଲ୍‌ରେ ଝୁଲୁଛି ତାଲା

କନ୍ଧମାଳ: ବ୍ରିଟିଶ୍ ଅମଳରୁ ରୋଗୀସେବା ଯୋଗାଇବା ଲାଗି କନ୍ଧମାଳ ଜିଲ୍ଲାର ବାଲନ୍ଦାପଡ଼ାରେ ନିର୍ମିତ ହୋଇଥିବା ମେଡ଼ିକାଲ୍‌ରେ ଆଜି ତାଲା ଝୁଲୁଛି। ସରକାରୀ ଚିକିତ୍ସାଳୟ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରଞ୍ଜାଜାମ ରହିଛି। ହେଲେ ଡାକ୍ତର ସମେତ କର୍ମଚାରୀ ଅଭାବରୁ ମେଡ଼ିକାଲ୍‌ରେ ତାଲା ପଡ଼ିଛି। ସମୟ ହେଲେ ଫାର୍ମାସିଷ୍ଟ...

farmer
ଅଦା ସହ ପରିବା ଚାଷ ନଷ୍ଟ, ଚିନ୍ତାରେ ଚାଷୀ

କୋରାପୁଟ: ଜିଲ୍ଲାରେ ଆଦିବାସୀ ଚାଷୀଙ୍କ ଲାଇଫ୍‌ ଲାଇନ୍‌ କହିଲେ ଅଦା ସହ ଆଳୁ ଏବଂ ବିନ୍‌ସ ଚାଷ। ହେଲେ ଜିଲ୍ଲାର ପଟାଙ୍ଗୀ ଏବଂ ସେମିଳିଗୁଡ଼ା ଅଞ୍ଚଳରେ ଏବେ ଏହି ଚାଷରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ। ପ୍ରଥମେ ବର୍ଷାମାଡ଼ରେ ଅଦାରେ ପୋକ ଲାଗିଥିବା ସହିତ ଫସଲ ନଷ୍ଟ ହୋଇଥିବା...

hocky
ହକି ବିଶ୍ୱକପ୍: ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌

ଭୁବନେଶ୍ୱର:  ହକି ବିଶ୍ୱକପ୍ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଆଜି ସ୍ପେ‌ନ୍‌ ଦଳ ଆସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ପେନ୍ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି। ହକି ବିଶ୍ୱକପ୍‌ ପାଇଁ ପଞ୍ଚମ ବିଦେଶୀ ଦଳ...

Dsro6_tXcAIXiPg
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏ.ଆର୍. ରେହମାନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ସଙ୍ଗୀତକାର ଏ.ଆର୍‌. ରେହମାନ୍। ଓସ୍କାର୍‌ ବିଜେତା ରେହମାନ୍ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍‌ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍ ହକିର ଉଦ୍‌ଘାଟନୀ ଉତ୍ସବର ସଙ୍ଗୀତ...

dama-rout
ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଦାମଙ୍କ କଡ଼ା ପ୍ରତିକ୍ରିୟା

ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସାହସ ପାଇ ବହୁ ଅଫିସର୍‌ ସ୍ୱେଚ୍ଛାଚାରୀ ହୋଇଗଲେଣି। ସେମାନେ ଆଇନ କାନୁନ୍ ମାନିବାକୁ ରାଜି ନୁହଁନ୍ତି  ବୋଲି ଦାମ ରାଉତ...

bs
ବିଶ୍ୱଭୂଷଣଙ୍କ ମନ୍ତବ୍ୟ ପରେ ଅପରାଜିତାଙ୍କ ରାସ୍ତା ସଫା !

ଭୁବନେଶ୍ୱର: ଅବସରପ୍ରାପ୍ତ IAS ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏତିକି ବେଳେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ୍ ଯୋଗାଇଛି। ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱଭୂଷଣ ହରିଚନ୍ଦନଙ୍କ...

wine
ହକି ବିଶ୍ୱକପ୍‌ ପାଇଁ ରାତି ସାଢ଼େ ଗୋଟାଏ ଯାଏ ରାଜଧାନୀରେ ମିଳିବ ମଦ

ଭୁବନେଶ୍ୱର: ମଦ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ବାହାର କରାଯାଇଛି ଗଳାବାଟ। ଏଣିକି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମେଗା ଇଭେଣ୍ଟ୍‌ ବେଳେ ମଦ କାରବାର ସମୟ ବଢ଼ାଯିବ। ଏଥିଲାଗି ଓଡ଼ିଶା ଅବକାରୀ ନିୟମାବଳୀରେ ସଂଶୋଧାନ କରାଯାଇଛି। ରାଜ୍ୟରେ ମଦ ବିରୋଧରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲୁଛି। କେଉଁଠି ମଦ...

chakada
ଚାଷୀଙ୍କୁ ଚକଡ଼ା ଭୟ, କାମ ଦେଉନି କୀଟନାଶକ

ପୁରୀ: ପ୍ରଥମେ ‘ତିତ୍‌ଲି’ ଆଉ ଏବେ ଚକଡ଼ା ପୋକ ଚାଷୀଙ୍କୁ ନୟାନ୍ତ କଲାଣି। ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ଚରି ଯାଇଥିବାବେଳେ ଧାର କରଜ କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବ, ସେଇ ଚିନ୍ତାରେ ପଡ଼ିଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା...

faRMER
ପନିପରିବାର ଅଭାବି ବିକ୍ରି, ଚାଷୀକୁ ମିଳୁନି ପରିଶ୍ରମର ମୂଲ୍ୟ

ବରଗଡ଼: ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା। ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ହଇରାଣ ହେଉଛନ୍ତି ଚାଷୀ। ଭଲ ଚାଷ ହୋଇଥିଲେ ବି ଫସଲ ରଖିବାକୁ ଯାଗା ନାହିଁ। ପୁଣି ଶୀତଳ ଭଣ୍ଡାର ବି ନଥିବାରୁ...

Bali-Yatra1
ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

କଟକ: ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବାଲିଯାତ୍ରା ପଡ଼ିଆ। ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି । କିଏ ଟେଣ୍ଟ୍‌ ଭିଡ଼ିବାରେ ବ୍ୟସ୍ତ ତ ଆଉ କିଏ ଲାଇଟ୍ ସଜାଇବାରେ। ଚଳିତବର୍ଷ ପାଖାପଖି ୪୪ଏକର ଜମିରେ ୧୩୦୦ରୁ ଅଧିକ ଷ୍ଟଲ୍‌ ଖୋଲିବ। ସେଥିମଧ୍ୟରୁ ଓର୍‌ମାସ୍‌...