ଭୁବନେଶ୍ୱର: ରାଜଧାନୀକୁ ଘାରିଛି ବିଶ୍ୱକପ୍ କହିର ଫିଭର୍। ସବୁଠି ହକିକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଥିବା ବେଳେ ବଡ଼ ଆୟୋଜନ ଭିତରେ କିନ୍ତୁ ସରକାରଙ୍କ ଛୋଟ ମାନସିକତାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ସେ ଅଭିଯୋଗ କରିଛନ୍ତି, ସରକାର...
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ହେଉଥିବା ହକି ବିଶ୍ୱକପ୍ ହେଉଛି ମହାକୁମ୍ଭର ଚତୁର୍ଦ୍ଦଶ ସଂସ୍କରଣ। ୧୯୭୧ରେ ସ୍ପେନର ବାର୍ସିଲୋନାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ହକି ମହାସମରର ଦୀର୍ଘ ୪୭ ବର୍ଷର ଇତିହାସ ବିଷୟରେ। ୧୯୭୧ ମସିହାରେ ପାକିସ୍ତାନର...
ମାଲକାନଗିରି: ପୁଣି ଫେଲ୍ ମାରିଲା ସରକାରଙ୍କ ଆମ୍ବୁଲାନ୍ସ ସେବା। ଆଠ କିଲୋମିଟର୍ ଭାରରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗାଁର ପଦ୍ମିନୀ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ରାସ୍ତା ଖରାପ...
ଗଞ୍ଜାମ: ‘ତିତ୍ଲି’ ମାଡ଼ରେ ପାଣିରେ ବୁଡ଼ି ରହିଥିବା ଧାନଗଛ ପାଣି ଛାଡ଼ିବା ପରେ ଅଗାଡ଼ି ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ କର୍ପୁର ନୂଆଗାଁରୁ ଆସିଛି ଏଭଳି ଅଭିଯୋଗ। ଧାନ ଅଗାଡ଼ି ହେବା ପରେ ବିଲରୁ ଧାନ ଆଣିବା ପରିବର୍ତ୍ତେ ଫସଲକୁ ନିଆଁ ଲଗାଇ ଦେଇଛନ୍ତି ଚୀଷୀ।...
ମୟୂରଭଞ୍ଜ: ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ଲୁହାପଥର ମାଫିଆ। ଆଜି ଭୋର ସମୟରେ ପୁଲିସ୍ ରାଇରଙ୍ଗପୁର-ଜାମସେଦପୁର NH ୨୨୦ରେ ପାଟ୍ରୋଲିଂ କରୁଥିବା ବେଳେ ଦାଣ୍ଡବୋଷ ଗାଁ ନିକଟରେ ୨ଟି ଲୁହାପଥର ବୋଝେଇ ଡମ୍ପର୍କୁ ଧରିଛି। ଚୋରା ଚାଲାଣ ହେଉଥିବା ଏହି ଲୁହାପଥର ଡମ୍ପର୍ ଗୋରୁମହିଷାଣି...
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। ଜିଲ୍ଲାର ଓର୍କେଲ୍ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ି ନିକଟରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି ବିଭାଗ। ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଗଛ ଚାଷ କରାଯାଇଥିବା ଅବକାରୀ...
ଭୁବନେଶ୍ୱର: କାଶୀପୁରରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣର କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ହେବ। ଆଜି ଏହା ସ୍ପଷ୍ଟ କରିଛନ୍ତି ପୁଲିସ୍ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଘଟଣା ପରେ ଷଡ଼ଯନ୍ତ୍ର ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରିବ କ୍ରାଇମ୍ବ୍ରାଞ୍ଚ୍। ଏ ନେଇ...
ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଏବର୍ଷ ବଦଳିବେନି କଂସ। ଗତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏହି ପ୍ରସଙ୍ଗକୁ ନେଇ...
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ସେନାର ଅପରେସନ୍ ଅଲ୍ ଆଉଟ୍ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଆଜି ଭୋର୍ରୁ ଉପତ୍ୟକାରେ ହୋଇଥିବା ଏନ୍କାଉଣ୍ଟର୍ରେ ୬ ଜଣ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସୋପିଆନ୍ରେ...
ନୟାଗଡ଼: ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ଯୋଗ୍ୟ ଛାତ୍ରଛାତ୍ରୀ ପରିବର୍ତ୍ତେ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଶିଶୁ ଦିବସରେ ନୟାଗଡ଼ର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମେଧା ଛାତ୍ରଛାତ୍ରୀମାନଙ୍କ ପାଇଁ...
ବେଙ୍ଗଳୁରୁ: ବହୁଚର୍ଚ୍ଚିତ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଏସ୍ଆଇଟି ପକ୍ଷରୁ ୯ ହଜାର ୨୩୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ୧୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବେଙ୍ଗଳୁରୁରେ ଗୌରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିରେ ଦକ୍ଷିଣପନ୍ଥୀ ସଂଗଠନ ସନାତନ ସଂସ୍ଥାର ହାତ ଅଛି...
ରାୟଗଡ଼ା: ସରକାରଙ୍କ ବିରୋଧରେ କହିଲେ ମିଳିବ ନିସ୍ତୁକ ମାଡ଼। ତୃତୀୟ ଥର ପାଇଁ ପଥପ୍ରାନ୍ତ ସଭାରେ ସରକାରଙ୍କ ସମାଲୋଚନା କଲା ବେଳେ ମାଡ଼ ଖାଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ରାୟଗଡ଼ା କାଶୀପୁରରେ ସଭାରେ ଭାଷଣ ଦେବା ବେଳେ ଖାରବେଳଙ୍କୁ ଆକ୍ରମଣ କରାଯାଇଛି। ତେବେ ବିଜେଡିର ସମର୍ଥକ...
କଳାହାଣ୍ଡି: ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଲାଗି ମାଗଣାରେ ରହିବା, ଖାଇବା ସହ ପାଠ ପଢ଼ା ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବହୁ ଟଙ୍କା ଖର୍ଚ୍ଚ କରି ସ୍କୁଲ୍ ବିଲ୍ଡିଂ ସହ ଛାତ୍ରୀବାସ ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ପାହାଡ଼ିଆ...
ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଜାରି ରହିଛି। ଏ ନେଇ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ବ୍ଲକ୍ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରାଯାଇଛି। କ୍ରୀଡ଼ା ସଚିବ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ। ସେହିପରି...
କାବୁଲ୍: ଆଫଗାନିସ୍ତାନର ସେନା ଶିବିର ଭିତରେ ଥିବା ମସଜିଦ୍ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ମାଣ୍ଡୋଜାଇ ଜିଲ୍ଲା ଖୋସ୍ତରେ ଥିବା ଆଫଗାନ୍ ନ୍ୟାସ୍ନାଲ୍ ଆର୍ମିର ସେକେଣ୍ଡ୍ ରେଜିମେଣ୍ଟ୍ ଶିବିର ନିକଟ ମସଜିଦ୍ରେ ଏହି ବିସ୍ଫୋରଣ...
ନୂଆଦିଲ୍ଲୀ: ଦୁଇ ଦିନିଆ ଭିଏତ୍ନାମ୍ ଗସ୍ତ ସାରି ଫେରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଗସ୍ତବେଳେ ସୁଷମା ଭିଏତ୍ନାମ୍ ପ୍ରତିପକ୍ଷ ସେଲୁମକ୍ସେ କୋମାସିଥ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୃଷି କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ନେଇ ଦୁଇ ନେତା ଆଲୋଚନା...
ଭୁବନେଶ୍ୱର: ଜମି ଆସୁଛି ବିଶ୍ୱକପ୍ ହକିର ଫିଭର୍। ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେଣେ ଓଡ଼ିଶାରେ ପ୍ରଥମ ଥର ଲାଗି ପାଦ ଥାପିଛନ୍ତି ବିଶ୍ୱକପ ହକି ଆନ୍ଥେମର ଶ୍ରଷ୍ଠା ତଥା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ। ୨୭ ଓ...