ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ମହାବନ୍ଦ ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦ ଯୋଗୁ ୧୨ଟି ଟ୍ରେନ୍କୁ ବାତିଲ କରାଯାଇଛି। ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା- ସମ୍ବଲପୁର ଏକ୍ସପ୍ରେସ୍, ୧୮୩୦୩/୧୮୩୦୪ ସମ୍ବଲପୁର- ପୁରୀ ଏକ୍ସପ୍ରେସ୍, ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗିର- ଭୁବନେଶ୍ୱର ଇଣ୍ଟର୍ସିଟି ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକୁ ଉଭୟ...
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ବିଶ୍ୱକପ୍ ହକିରେ ଜବରଦସ୍ତ ବିଜୟ ହାସଲ୍ କରିଛି ଭାରତ। ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ସିମରନଜିତ ସିଂହ ୨ଟି ଗୋଲ୍ ସ୍କୋର୍ କରିଥିବାବେଳେ ମନଦୀପ, ଆକାଶଦୀପ, ଲଳିତ ଗୋଟିଏ...
ଭୁବନେଶ୍ୱର: ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ପରୀକ୍ଷା ନ ଦେଇ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ ଘଟଣାରେ କେନ୍ଦ୍ରୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ବିଭିନ୍ନ ଷ୍ଟଡି ସେଣ୍ଟରରେ ସିବିଆଇ ଚଢ଼ଉ କରିଛି। ଭୁବନେଶ୍ୱର ସମେତ ଦେଶର ୬ଟି ରାଜ୍ୟରେ ଏହି ଚଢ଼ଉ ହୋଇଛି। ମଧ୍ୟପ୍ରଦେଶ, ହରିଆଣା, ନୂଆଦିଲ୍ଲୀ, ଆସାମ ଓ...
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଛି। ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ଭୋଟ ନିଆଯାଇଥିଲା। ଏଠାରେ ୭୪.୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ...
ଅନୁଗୁଳ: ବାଘ ସହ ସହବସ୍ଥାନ ଏହା କିପରି ସମ୍ଭବ, ସେ ସଂପର୍କରେ ଜାଣିବା ଲାଗି କେରଳ କିମ୍ବା ମଧ୍ୟପ୍ରଦେଶ ଯିବେ ସାତକୋଶିଆ ବାସିନ୍ଦା। ବାଘ ଥିବା ଜଙ୍ଗଲ ଅଞ୍ଚଳରେ ଲୋକେ କିଭଳି ବସବାସ କରୁଛନ୍ତି, ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ଏଥିସହିତ ସାତକୋଶିଆ ବାସିନ୍ଦାଙ୍କ ଆସ୍ଥା ଭାଜନ...
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋର ଧରୁଛି ଓକିଲଙ୍କ ଆନ୍ଦୋଳନ। କାଲିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ୨ ଦିନିଆ ମହାବନ୍ଦ ଡାକରା ଦେଇଛି। ଯେଉଁଥିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ...
ଭୁବନେଶ୍ୱର: ବିଶ୍ୱକପ୍ ହକି ମାଧ୍ୟମରେ ପଲିଟିକାଲ୍ ମାଇଲେଜ୍ ନେବାକୁ ପ୍ରୟାସ। ଏହି ଗ୍ରାଣ୍ଡ୍ ଇଭେଣ୍ଟ୍ ମାଧ୍ୟମରେ ବ୍ରାଣ୍ଡ୍ ନବୀନକୁ ପ୍ରମୋଟ୍ କରିବାକୁ ହୋଇଛି ଯୋଜନା। ଖାସ୍ ସେଥିପାଇଁ ଉଦ୍ଘାଟନୀ ଉତ୍ସବକୁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଲୋକଙ୍କୁ ଦେଖାଇବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ। ଏହାକୁ ନେଇ ରାଜ୍ୟ...
ଭୁବନେଶ୍ୱର: ହୋମ୍ ଗ୍ରାଉଣ୍ଡ, ହୋମ୍ କ୍ରାଉଡ୍ରେ ଆଜି ଲଢ଼େଇକୁ ଓହ୍ଲାଇଛି ଭାରତୀୟ ହକି ଦଳ। ହକି ବିଶ୍ୱକପ୍ ଉଦ୍ଘାଟନୀ ମ୍ୟାଚ୍ରେ ଟପ୍ ଟିମ୍ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ। ତେଣୁ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିବାକୁ ଦର୍ଶକ ବି ପୂରା ଜୋସ୍ରେ ଅଛନ୍ତି। ଟିମ୍...
କୋରାପୁଟ: ଗ୍ରାମ୍ୟ ଜଳଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଯୋଗାଣ ନାଁରେ ଜାଲିଆତି ହେଉଥିବା ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ମାଳିପୁଟ ଗ୍ରାମପଞ୍ଚାୟତ ସିପାହୀପୁଟ ଗାଁରୁ। ପାନୀୟ ଜଳର ସୁବିଧା ପଇଁ ଏଠାରେ ପ୍ରକଳ୍ପ ନିର୍ମାଣ ଲାଗି ୨୦୦୮ରେ ୧...
ନୂଆପଡ଼ା: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି ମକା ଚାଷୀଙ୍କ ଚିନ୍ତା। ଚଳିତ ବର୍ଷ ବର୍ଷା ଅଭାବ ସତ୍ତ୍ୱେ ଜିଲ୍ଲାରେ ମକା ଚାଷ ଠିକ୍ ହୋଇଛି। ହେଲେ ଠିକ୍ ଅମଳ ବେଳକୁ ମଣ୍ଡି ନ ଖୋଲିବାରୁ ଚାଷୀ ବାଧ୍ୟ ହୋଇ କମ୍ ଦାମରେ ମକା ବିକୁଛନ୍ତି। ମକା କ୍ୱିଣ୍ଟାଲ୍ ପିଛା...
ପୁରୀ: କୋଣାର୍କରେ ପୁଲିସ୍ ମାଡ଼ରେ ମୃତ୍ୟୁ ଅଭିଯୋଗ କରି ରାସ୍ତାରୋକ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ମାଳଦା ଗାଁର ଯୋଗେନ୍ଦ୍ର ଦାସ। ଯୋଗେନ୍ଦ୍ର ମାସକ ତଳର ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ। ତେବେ ଜେଲ୍ରେ ଅସୁସ୍ଥ ହୋଇପଡ଼ିବା ପରେ ଜାମିନରେ ମୁକୁଳି କଟକ ଏସ୍ସିବିରେ ଭର୍ତ୍ତି...
ଭୁବନେଶ୍ୱର: କମିଲା ବସ୍ ଭଡ଼ା। ଡିଜେଲ୍ ଦର କମିବାରୁ ରାଜ୍ୟରେ ବସ୍ ଭଡ଼ା କମିଛି। ସାଧାରଣ ବସ୍ ଭଡ଼ା କିଲୋମିଟର୍ ପିଛା ମାତ୍ର ୨ ପଇସା କମିଛି। ଭଡ଼ା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍ ସେହିପରି ଏକ୍ସପ୍ରେସ୍ ବସ୍...
ଭୁବନେଶ୍ୱର: ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଅପେକ୍ଷାକୃତ ଯୁବ ଖେଳାଳିଙ୍କୁ ମନୋନୀତ କରାଯାଇଛି। ୨୦୧୬ରେ ଲକ୍ଷ୍ନେରେ ଯୁବ ବିଶ୍ୱକପ୍ ଜିତିଥିବା ଅଧିକାଂଶ ଖେଳାଳି ଏହି ଦଳରେ ଅଛନ୍ତି। ଯୁବ ମିଡିଲ୍ ଫିଲ୍ଡର୍ ମନ୍ପ୍ରୀତ ସିଂହ ଏହି ଦଳର ନେତୃତ୍ୱ ନେଉଛନ୍ତି।ମନ୍ପ୍ରୀତ ସିଂହ ଓ ଭେଟେରାନ୍ ଗୋଲ୍ କିପର୍ ପି.ଆର୍....
ଭୁବନେଶ୍ୱର: ଭୁବନେଶ୍ୱରର ସାଇ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ ବୁଲିଲା ଇଂଲଣ୍ଡ ହକି ଟିମ୍। ସ୍କୁଲ୍ କ୍ୟାମ୍ପସ୍ରେ ଇଂଲଣ୍ଡ ଖେଳାଳିଙ୍କୁ ପାରମ୍ପରିକ ଶୈଳୀରେ ଓଡ଼ିଶୀ ନୃତ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଏନ୍ସିସି ଛାତ୍ରଛାତ୍ରୀ ଇନ୍ଦ୍ରପ୍ରସ୍ଥ ଅଡିଟୋରିୟମ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଇଂଲଣ୍ଡ ହକି ଟିମ୍ର ଅଧିନାୟକ...
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବିତ ଅଞ୍ଚଳରୁ ଫେରି ସରକାରଙ୍କ ଉପରେ ବର୍ଷିଲା ବିଜେପି। ୧ ହଜାର ଟଙ୍କା, ୫୦ କେଜି ଚାଉଳ ଛଡ଼ା ଆଉ କିଛି ଦିଆଯାଇନି ବୋଲି ବିଜେପି ଅଭିଯୋଗ କରିଛି। ତିତ୍ଲି ପ୍ରଭାବିତ ଅଞ୍ଚଳ କଇଁପୁରରୁ ଫେରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛି...
ହାଇଦ୍ରାବାଦ: ଏଣିକି ମାଓ ସଂଗଠନର ନେତୃତ୍ୱ ନେବେ ବାସବରାଜୁ। ଏ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ କେନ୍ଦ୍ରୀୟ କମିଟିରେ ନିଷ୍ପତ୍ତି ନିଆଯାଇଛି। ବାସବରାଜୁ ଓରଫ୍ ନାମ୍ବାଲା କେଶବ ରାଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ମହାସଚିବ ରହିବେ। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଗଣପତି ସ୍ୱାସ୍ଥ୍ୟଗତ କାରଣରୁ...
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ ଟକ୍କର। ବିଶ୍ୱକପ୍ର ପ୍ରଥମ ଦିନରେ ଆୟୋଜକ ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-‘ସି’ର ଏହି ମ୍ୟାଚ୍ ଆଜି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍ଘାଟନୀ ମ୍ୟାଚ୍ରେ କାନାଡ଼ା ଓ ବେଲ୍ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍...