ଜୟପୁର: ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। କୃଷିଋଣ ଛାଡ଼, ମହିଳାଙ୍କୁ ମାଗଣା ଶିକ୍ଷା ଓ ଯୁବକଙ୍କୁ ଚାକିରୀର ଭରସା ଦେଇଛି କଂଗ୍ରେସ। ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ...
ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ପଠାଯିବାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ବର୍ମାଙ୍କ ଓକିଲ ଫଲି ଏସ ନରିମନ କହିଛନ୍ତି ଯେ, ନିଯୁକ୍ତି କମିଟିର ବିନା ଅନୁମତିରେ କାର୍ଯ୍ୟାକାଳରେ ଥିବାବେଳେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ...
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକଟ କଳାବଜାରି ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଏତଲା ହୋଇଛି। ଶହେ ଟଙ୍କିଆ ଟିକଟ ହଜାରେ ଟଙ୍କାରେ ଓ ୫ ଶହ ଟଙ୍କିଆ ଟିକଟ ୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ କରି ଏହି ଏତଲା ଦିଆଯାଇଛି।...
ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଦଳ କ୍ଷମତାକୁ ଆସିଲେ ଚାଷୀଙ୍କର ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଏହାସହ ଚାଷୀଙ୍କୁ ମାଗଣାରେ ବୋରେୱେଲ୍ କିମ୍ବା ପମ୍ପ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି...
ଭୁବନେଶ୍ୱର: ଚାଷୀ ଅସନ୍ତୋଷ ଶାସକ ଭୋଟ୍ ବ୍ୟାଙ୍କରେ ଆଣିପାରେ ବଡ଼ ବିପର୍ଯ୍ୟୟ। ଆଉ ଖାସ୍ ସେଥିପାଇଁ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସି କରିବାକୁ ସରକାର ନୂଆ ସ୍କିମ୍ ଆଣିପାରନ୍ତି। ତା’ ପୂର୍ବରୁ ଆଜି ନବନିର୍ମାଣ କୃଷକ ସଙ୍ଗଠନର ବିଭିନ୍ନ ଦାବି ନେଇ ଗଠିତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ...
ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଅତ୍ୟାଧୁନିକ ମହାକାଶ ଯାନ PSLV C-43 ଉତ୍କ୍ଷେପଣ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ କିର୍ତ୍ତୀ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥାରୁ...
ରାଉରକେଲା: ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ରାଉରକେଲା ବିଧାୟକ ଦିଲୀପ ରାୟ। ଅନ୍ୟପଟେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳ ଛାଡ଼ିବା ସମ୍ଭାବନା ରହିଛି। ଦିଲୀପ ଉଭୟ ଦଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେବେ ନେଇ ଓଟିଭି ପ୍ରତିନିଧିଙ୍କୁ ଜଣାଇଛନ୍ତି। ଦିଲୀପ ଦଳ ଛାଡ଼ିବା ନେଇ...
ଗଜପତି: ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଗି ଏହି ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଏମିତି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ...
ବାଲେଶ୍ୱର: ସୌଭାଗ୍ୟ ଯୋଜନାରେ ୫୦ରୁ ଅଧିକ ପରିବାରଙ୍କ ଘରେ ବିଜୁଳି ସଂଯୋଗ ଲାଗି ମିଟର ଓ ତାର ଲଗାଗଲା। ହେଲେ ବିଦ୍ୟୁତ ସଂଯୋଗ ହୋଇନଥିଲା। ଏବେ ବିନା ବିଦ୍ୟୁତ ସଂଯୋଗରେ ଲୋକଙ୍କ ପାଖକୁ ଆସୁଛି ହଜାର ହଜାର ଟଙ୍କାର ବିଲ୍। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ କାଳରୁହି ଗ୍ରାମରୁ...
ବାଲେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଛି। ଗତ ୨୫ ତାରିଖରେ ଡଗରା ପଞ୍ଚାୟତରେ ସାଂସଦ ରବୀନ୍ଦ୍ର ଜେନା ଜନସଂପର୍କ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରାକୁ ପଞ୍ଚାୟତର କେତେକ ବିଜେଡି କର୍ମୀଙ୍କ ସହ ଜନ ପ୍ରତିନିଧିଙ୍କୁ ଡକାଯାଇ ନଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ସାଂସଦଙ୍କ...
ପାରାଦୀପ: ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦ୍ଯାପନୀ ସନ୍ଧ୍ୟାରେ ପୁଣି ବିଜେଡି ନେତାମାନଙ୍କୁ ଟାର୍ଗେଟ୍ କଲେ ବିଧାୟକ ଦାମୋଦର ରାଉତ। ସେ କହିଛନ୍ତି, କଳିଙ୍ଗ ବାଲିଯାତ୍ରା ମଞ୍ଚ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏକ ସାଂସ୍କୃତିକ ମଞ୍ଚ। ତେବେ ବିଜେଡି ନେତା ଓ ମନ୍ତ୍ରୀମାନେ ଏଠାରେ ଆସି ବିଜୁଙ୍କ...