• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

train
ପୁଣି ବଢ଼ିପାରେ ଟାରିଫି ପ୍ଲାନ

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ମୋବାଇଲ ଟାରିଫି ପ୍ଲାନ। ନିକଟରେ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ ସଂସ୍ଥା ନିଜର ଟାରିଫି ପ୍ଲାନକୁ ୪୦ ପ୍ରତିଶତ ବଢ଼ାଇ ଦେଇଥିଲ। ଆଉ ଏବେ ପୁଣି ଟାରିଫି ପ୍ଲାନ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକୁ ଉଦ୍ଧାର କରିବା ପାଇଁ ଏପରି...

atal
ଭୂତଳ ଜଳର ଉଚିତ ବ୍ୟବହାର ପାଇଁ ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା

ନୂଆଦିଲ୍ଲୀ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଭୂଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହିତ ପ୍ରତି ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର...

udhhab
ସଚିନଙ୍କ ସୁରକ୍ଷା କମିଲା ଆଦିତ୍ୟଙ୍କର ବଢ଼ିଲା

ମୁମ୍ୱାଇ: ମହାରାଷ୍ଟ୍ରରର ଉଦ୍ଧବ ଠାକ୍‌ରେଙ୍କ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକୁ କମାଇ ଦେଇ ପୁଅ ଆଦିତ୍ୟ ଠାକ୍‌ରେଙ୍କ ସୁରକ୍ଷା ବଢ଼ାଇଦେଇଛନ୍ତି। ଏପର୍ଯ୍ୟନ୍ତ ସଚିନଙ୍କୁ ଏକ୍ସ କ୍ୟାଟାଗୋରୀର ସୁରକ୍ଷା ମିଳୁଥିଲା ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିଭଳି ଆଦିତ୍ୟଙ୍କୁ ପୂର୍ବରୁ ୱାଇ ପ୍ଲସ୍ କ୍ୟାଟାଗୋରୀ ସୁରକ୍ଷା...

haryana-vidhan-sabha_513010b4-26cf-11ea-a3f7-989b44b77166
'ପ୍ରିୟଙ୍କା ଓ ରାହୁଲ୍‌ ହେଲେ ଲାଇଭ୍‌ ପେଟ୍ରୋଲ୍‌ ବୋମା'

ନୂଆଦିଲ୍ଲୀ: “କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ହେଲେ ଲାଇଭ୍‌ ପେଟ୍ରୋଲ୍‌ ବୋମ। ସେମାନେ ଯେଉଁଠିକି ବି ଯିବେ ନିଆଁ ଲଗାଇବେ, ଯାହାଫଳରେ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହେବ।” ରାହୁଲ ଓ ପ୍ରିୟଙ୍କାଙ୍କୁ ନେଇ ଏମିତି ବିବାଦୀୟ ବୟାନ୍‌ ଦେଇଛନ୍ତି ହରିୟାଣା ବିଜେପି ନେତା ଅନିଲ୍...

matric-exam
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଯିଏ ଭାଇରାଲ୍‌ କରିବେ ଧରାପଡ଼ିବେ

ଭୁବନେଶ୍ୱର: ଏଣିକି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପଦକ୍ଷେପ ନେଇଛି ବୋର୍ଡ। ସମସ୍ତ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ଲାଗିବ। ଭାଇରାଲ ଯିଏ ବି କରୁନା କାହିଁକି ସେ ସମ୍ପର୍କରେ ଜାଣି ହେବ ବୋଲି ବୋର୍ଡ ଅଧ୍ୟକ୍ଷ ରାମାଶିଶ୍ ହାଜରା କହିଛନ୍ତି। ଏହାସହ ଏଥର ନିର୍ଭୁଲ୍ ପ୍ରଶ୍ନପତ୍ର...

binama
ପୋଲ ତଳେ ଫସିଗଲା ବିମାନ

କୋଲକାତା: ପୋଲ ତଳେ ଫସିଗଲା କ୍ଷତିଗ୍ରସ୍ତ ବିମାନ। କବାଡ଼ି ଖାନାକୁ ଭଙ୍ଗା ହେବାକୁ ଯାଉଥିବା ବେଳେ ବାଟରେ ହିଁ ଦୁର୍ଘଟଣାର ସମ୍ମୁଖିନ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଡାକ ବିଭାଗର ଦୀର୍ଘବର୍ଷ ଧରି ସେବା ଯୋଗାଇବା ପରେ ଅବସର ନେଇଥିଲା।  ଏହାପରେ ବିମାନକୁ ଭଙ୍ଗା ହେବାକୁ କବାଡ଼ି...

ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ୍ ପରୀକ୍ଷା

କଟକ: ମ୍ୟାଟ୍ରିକ ପରୀକ୍ଷା କେବେ ସେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ପାଇଁ ଖବର। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। କେଉଁ ଦିନ...

schol
୨୬ରେ ସୂର୍ଯ୍ୟପରାଗ; ସ୍କୁଲ ଓ କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ ହେଉଛି। ଦିନ ୮ଘଣ୍ଟା ୨୦ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡ ରହିଛି। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ  ପାକତ୍ୟାଗ କରାଯିବ।...

alu
ଆଶ୍ୱସ୍ତି ଦେଲା ଇଜିପ୍ଟ ପିଆଜ; ବଢ଼ି ଚାଲିଛି ଆଳୁ ଟେନ୍‌ସନ୍‌

ଭୁବନେଶ୍ୱର: ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ବଢ଼ିଛି। ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ବିଭିନ୍ନ ଅଞ୍ଚଳରେ...

tata
ସେସୁର ଘରୋଇକରଣ ହେଲା; ଏଣିକି ଟାଟା ଯୋଗାଇବ ବିଦ୍ୟୁତ ସେବା

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ ସେବା ପ୍ରଦାନ କରୁଥିବା କେନ୍ଦ୍ରୀୟ ବିଦ୍ୟୁତ ଯୋଗାଣ ସଂସ୍ଥା ବା ସେସୁର ଘରୋଇକରଣ ହୋଇଯାଇଛି। ଟାଟା ପାଓ୍ୱାର ସେସୁକୁ ଅଧିଗ୍ରହଣ କରିବା ସହ ସେସୁ ଯେଉଁ  ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ସେହି ଅଞ୍ଚଳରେ ଏଣିକି ସେବା ଯୋଗାଇବ ଟାଟା। ଏନେଇ ଟାଟା ପାଓ୍ୱାର...