• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sha
ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି: ଅମିତ ଶାହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି।  ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି।...

naxal attack
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ନକ୍ସଲ ଗିରଫ

ଭୁବନେଶ୍ୱର/ଦନ୍ତେୱାଡା: ୨୦୧୮ ମସିହା ଛତିଶଗଡ଼ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଜଣେ ନକ୍ସଲକୁ ଦନ୍ତେୱାଡା ପୁଲିସ୍‌ ଗିରଫ କରିଛି। ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ...

train
ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି ରୁଟରେ ଚାଲୁଥିବା ସମସ୍ତ...

stone
୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍; ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ଦଙ୍ଗା ଭିଆଇଥିବା ଲୋକଙ୍କଠାରୁ ଆଦାୟ ହେବ କ୍ଷୟକ୍ଷତି ଟଙ୍କା। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍ ଦିଆଯାଇଛି। ଦଙ୍ଗା ବେଳେ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଦାଖଲ ନକଲେ ସେମାନଙ୍କର...

dharmendra
କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ଅପପ୍ରଚାର କରୁଛି କଂଗ୍ରେସ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: CAAକୁ ନେଇ ସାରା ଦେଶରେ ବିରୋଧ ଦେଖା ଦେବା ପରେ ଏନେଇ କଂଗ୍ରେସକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଅପପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଦେଶ ବିଭାଜନ ସମୟରେ ଯେଉଁ...

bsnl
ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି; ୧୯୯୯ ଟଙ୍କାରେ ୪୫୦ ଦିନର ଡାଟା, କଲ୍‌ ଆହୁରି ଅନେକ ଅଫର୍

ନୂଆଦିଲ୍ଲୀ : ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି। କମ୍ପାନୀ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କାର ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସହିତ...

ghara
ଅଯୋଧ୍ୟାରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ସୂଚନା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଏହି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ବୁଧବାର ଉତ୍ତର ପ୍ରଦେଶ ପୁଲିସ୍‌ ପୂରା ସହରରେ ସୁରକ୍ଷା...

log
କଣ ସତରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ଲିଙ୍କ୍ ରହିଛି?

ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ...

jing;e
ଜୁମ୍‌ଲା ବେଲ୍‌ସ ଗୀତରେ ବିଜେପିକୁ ଟ୍ରଲ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ: ସମସ୍ତେ ଖ୍ରୀଷ୍ଟମାସ ବା ବଡ଼ ଦିନର ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ଏହି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟ୍ରଲ୍‌ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍‌କୁ ବ୍ୟବହାର କରିଛି। ଏକ ଟ୍ୱିଟ୍‌ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ...

b
ବାଥ୍‌ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି

ସାଓ ପାଓଲୋ: ବାଥ୍‌ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ସେ ଅସ୍ଥାୟୀ ଭାବେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ୬୪ ବର୍ଷ ବୟସ୍କ ବୋଲସୋନାରେ ସୋମବାର ରାତିରେ ବାଥରୁମ୍‌ ଯାଇଥିବାବେଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।...

mla
ବିଧାୟକ ହେବ ତ ଏମିତି

ମାଲକାନଗିରି: ବିଧାୟକ ହେବ ତ ଏମିତି। ଦୁର୍ଘଟଣାର ଶିକାର ହୋଇଥିବା ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା। ବିଧାୟକ ବାଲିମେଳା ଯାଉଥିବା ବେଳେ ନାୟକଗୁଡ଼ା ନିକଟ ଏକ ବ୍ରିଜ ପାଖରେ ବାଇକ ଦୁର୍ଘଟଣା ହୋଇଥିବା ଦେଖିଥିଲେ। ଏହାପରେ ସେ ତୁରନ୍ତ ଦୁର୍ଘଟଣା...

polic
JSW ପ୍ରୋଜେକ୍ଟ ଅଫିସ ଭଙ୍ଗାରୁଜା: ଆଉ ୧୦ ଜଣଙ୍କୁ ଉଠାଇ ନେଲା ପୁଲିସ୍

ପାରାଦୀପ: JSW ପ୍ରୋଜେକ୍ଟ ଅଫିସ ଓ ଢିଙ୍କିଆରେ ଥିବା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟର ଅଫିସ ଭଙ୍ଗାରୁଜା ମାମଲାରେ ଆଉ ୧୦ ଜଣଙ୍କୁ ଉଠାଇ ନେଇଛି ପୁଲିସ୍। ଅଧରାତିରେ ଘରେ ପଶି ଏହି ୧୦ ଜଣଙ୍କୁ ଉଠାଇ ନେଇ ଅଟକ ରଖାଯାଇଛି। ଅନ୍ୟପଟେ ଗତକାଲି ଏହି ଗଣ୍ଡଗୋଳ ଘଟଣାରେ ଅପରାହ୍ମରେ ୧୦...