କେନ୍ଦୁଝର(ପ୍ରଣୟ ପାଣି): ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଭଗୀରଥ କୁଆଡ଼େ ମା ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ। ଇଏ ବିଶ୍ୱାସର କଥା। ପୁରାଣ କଥା ହେଲେ ଆଜି କିନ୍ତୁ ଆମେ ଏମିତି ଜଣେ ଭଗୀରଥଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ନିଜ ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ଅଧ କିଲୋମିଟର...
ଭୁବନେଶ୍ୱର: ଅଦିନିଆ ଝିପି ଝିପି ବର୍ଷା ବରଗଡ଼ ଜିଲ୍ଲାର ଚାଷୀଙ୍କ ଆଖିରେ ଆଣିଛି ନିରାଶାର ଲୁହ। ଆଖି ଆଗରେ ବତୁରୁଛି ଅମଳ ଧାନ। ଭିଜୁଛି ବର୍ଷ ଯାକର ପରିଶ୍ରମ। ଦୃଶ୍ୟ ପଦ୍ମପୁର ଉପଖଣ୍ଡ ମାର୍କେଟ୍ ୟାର୍ଡର ଟୋକନ୍ ବ୍ୟବସ୍ଥା ଲାଗୁ ଯୋଗୁ ଏମିତିରେ ଦୀର୍ଘ ଦିନ ହେଲା ମଣ୍ଡିରୁ...
ଭୁବନେଶ୍ୱର: ଉତ୍ତରାଧୀକାରୀକୁ ନେଇ କଳ୍ପନାଜଳ୍ପନା ଭିତରେ ବିଜେଡି ପ୍ରତିଷ୍ଠା ଦବିସରେ ନବୀନଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ଗତକାଲି ନବୀନ କହିଥିଲେ କୌଣସି ନେତା ଏମିତିକି ଖୋଦ୍ ନବୀନ ବିନା ବି ଦଳ ଚାଲିପାରିବ। ତେବେ କାହିଁକି, କେଉଁ ଉଦ୍ଦ୍ୟେଶରେ ନବୀନଙ୍କ ଏହି ମନ୍ତବ୍ୟ ଥିଲା। ଇସାରା କାହା...
ନୂଆଦିଲ୍ଲୀ: ଆସୁଛି ନୂଆ ବର୍ଷ। ନ୍ୟୁ ୟର୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ନୂଆ ନୂଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେମିତି ସରକାର ବି କେତେକ କ୍ଷେତ୍ରରେ ତାଙ୍କ ପୁରୁଣା ନିୟମକୁ ପରିବର୍ତ୍ତନ କରି କିଛି ନୂଆ ନିୟମ ଆଣିବାକୁ ଯାଉଛନ୍ତି। ସରକାରଙ୍କର ୬ଟି ନିୟମ ଏବେ...
ମୟୂରଭଞ୍ଜ: ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯୁବକ। ଥରେ ନୁହେଁ ଦୁଇଥର ନୁହେଁ, ତିନି ତିନି ଥର ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ ଦାମସାହିରେ। ହାତୀପଲ ଗାଁର ଶାଗୁଆନ ବଣରେ ଥିବାବେଳେ ବନ କର୍ମଚାରୀ...
ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମାର୍ଚ୍ଚ ୩ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏ ଚାଲିବ। ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହେବ।...
ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର...
ନୂଆଦିଲ୍ଲୀ: ବାରମ୍ବାର ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନର ଏବେ କଡ଼ା ଜବାବ ଦେଉଛି ଭାରତୀୟ ସେନା। ପାକ୍ ଯେତେବେଳେ ବି ଟାର୍ଗେଟ୍ କରୁଛି ସେତେବେଳେ ପ୍ରବଳ ଛେଚା ଖାଉଛି। ଗତକାଲି ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଚ ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଏହାର...
ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ ? ଭାରତରେ ହେଉଥିବା ପରିବର୍ତ୍ତନକୁ ଦେଖି ଛାନିଆ ହେଲେଣି ପାକିସ୍ତାନ ୱାଜିର-ଏ- ଆଜମ ଇମ୍ରାନ ଖାନ। ଭାରତୀୟ ସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଭାରତ ସରକାରଙ୍କ ପିଓକେ ଦଖଲ କରିବାର ଦମ୍ଭୋକ୍ତିକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭୟଭୀତ...
ନୂଆଦିଲ୍ଲୀ: ଦିଲ୍ଲୀରେ ଖସିଲା ସର୍ବୋଚ୍ଚ ତାପମାତ୍ରାର ହାର। ବିଗତ ଶହେ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଦିଲ୍ଲୀରେ ଚଳିତ ଡିସେମ୍ବରରେ ସର୍ବୋଚ୍ଚ ତାପମାତ୍ରା ହାର ୧୯. ୫ ଡିଗ୍ରୀ ରହିଛି। ମାସ ଶେଷ ଆଡ଼କୁ ଏହା ୧୯ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି।...
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଶୀତ ବଢ଼ିବ। ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଏଭଳି ସ୍ଥିତି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାମୁମାନ କରିଛି। ତେବେ ନୂଆ ବର୍ଷକୁ ଶୀତରେ ସ୍ୱାଗତ କରିବେ ରାଜ୍ୟବାସୀ। ଏହିସମୟରେ ତାପାମାତ୍ର ୧୦ ଡିଗ୍ରୀ...