ନୂଆଦିଲ୍ଲୀ: କରୋନା ସଂକ୍ରମଣ ପଜିଟିଭ୍ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଛନ୍ତି। ସଂକ୍ରମଣ ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଏନେଇ ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ କରିବାକୁ ଜୋର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି...
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ଡିଏମ୍ଇଟିଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସମସ୍ତ ଏୟାରପୋର୍ଟ ଓ ହସ୍ପିଟାଲକୁ ଆଲର୍ଟ କରାଯାଇଛି। ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ...
ହୋଲିର ଉତ୍ସବ ଆଗକୁ ଆସୁଛି। ହୋଲି ଆସିଲେ ସମସ୍ତେ ବହୁତ ଖୁସି ହୋଇଯାନ୍ତି ରଙ୍ଗ ଖେଳିବା ପାଇଁ। ବର୍ଷକୁ ଥରେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଏମିତି ଏକ ଭାଇଚାରର ପର୍ବ ଏହାକୁ ସମସ୍ତେ ପାଳନ କରିଥାନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ...
ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି...
ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି...
ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ...
ଭୁବନେଶ୍ୱର: ନୀତି ଆୟୋଗ ଢାଞ୍ଚାରେ ପୁନର୍ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ। ତେବେ ସଂଜୟ ଦାସବର୍ମାଙ୍କ ନିଯୁକ୍ତି ପରେ ପ୍ରଶ୍ନ, ସଚଳ ହେବ କି ଯୋଜନା ବୋର୍ଡ? ଗତ ୧୩ ବର୍ଷରେ ଥରୁଟିଏ ବି ବସି ନଥିବା ବୋର୍ଡର ବୈଠକ ଡାକିବେ କି ମୁଖ୍ୟମନ୍ତ୍ରୀ? ବିରୋଧୀଙ୍କ ଅଭିଯୋଗ, ବର୍ଷ...
ଭୁବନେଶ୍ୱର: ଟ୍ରାଫିକ୍ ଆଇନ ଉଲଂଘନକାରୀଙ୍କ ବିରୋଧରେ ଆଜି ବି ହୋଇଛି ଜୋରଦାର ଧରପଗଡ଼। ପ୍ରଥମ ଦିନ ଅପେକ୍ଷା ଆଜି ଦ୍ୱିତୀୟ ଦିନରେ ଭଲ ରକମର ଜରିମାନା ଆଦାୟ କରିଛନ୍ତି ଟ୍ରାଫିକ୍ ପୋଲିସ୍ ଏବଂ ପରିବହନ ବିଭାଗ ଅଧିକାରୀ। ହେଲେ ଆଇନକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଆଜି ବି...
ତେହରାନ: ଦେଶକୁ ଦେଶ ଡେଇଁବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ। ଚାଇନା ପରେ ଏବେ ଇରାନରେ କାୟାବିସ୍ତାର କରିଚାଲିଛି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି...
ଯାଜପୁର: ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମ ନିବେଦନ କରି ବାରମ୍ବାର ଫେଲ୍ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛି ଏକ ତରଫା ଭଲ ପାଉଥିବା ଜଣେ ଯୁବକ। ଏହି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଣସରପୁର ଗାଁରୁ। ରାତିରେ ଘରେ ସମସ୍ତେ ଶୋଇଥିବା...