• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ko
ପୁଲ୍‌ୱାମା ଆକ୍ରମଣ ଘଟଣା: ବାପା-ଝିଅ ଗିରଫ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ...

dc
ମୋଦିଙ୍କୁ ଭେଟିଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ...

fne-for-web
ଆଇନକୁ ସମ୍ମାନ ନାହିଁ କି ଫାଇନକୁ ଡର ନାହିଁ; ବେଫିକର ଗାଡ଼ି ଚାଳକ

ଭୁବନେଶ୍ୱର: ୬ ମାସର କୋହଳ ଆଉ ୩ ଦିନର ଧରପଗଡ଼, ତା ପରେବି ଆଇନକୁ ସମ୍ମାନ ନାହିଁ କି ଫାଇନକୁ ଡର ନାହିଁ। ନୂଆ ମୋଟର ଯାନ ଆଇନ ପୁଣି କଡ଼ାକଡ଼ି ହେବାର ତୃତୀୟ ଦିନରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏମିତି ଚିତ୍ର। ଆଜିବି...

taloban
ଶାନ୍ତି ଚୁକ୍ତି ପରେ ବି ନରସଂହାର କରୁଛି ତାଲିବାନ୍‌: ୫ ଅଫ୍‌ଗାନ୍‌ ପୁଲିସ୍‌ଙ୍କ ଜୀବନ ଗଲା

କାବୁଲ: ଆମେରିକା ସହ ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆତଙ୍କୀ ସଂଗଠନ ଆଜି ଆଫଗାନିସ୍ତାନ ପୁଲିସ୍‌ ଚେକ ପୋଷ୍ଟରେ ହମଲା କରିଛି। ଏଥିରେ ୫ ଜଣ ଆଫଗାସ୍ତାନ ପୁଲିସ୍‌ ପ୍ରାଣ ହରାଇଛନ୍ତି। ଆମେରିକା ସହ ଶନିବାର ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ପୂର୍ବଭଳି ଆକ୍ରମଣ...

coco
ଭାରତରେ ପାଦ ରଖିଲା ପ୍ରାଣଘାତୀ କରୋନା ଭାଇରସ୍‌: ଲୋକେ ଭୟଭୀତ, ସରକାର ଚିନ୍ତିତ

ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।...

kiid
ହତ୍ୟା ଅଭିଯୋଗରେ ସ୍ୱାମୀ ଜେଲ୍‌ ଗଲେ : ସ୍ତ୍ରୀ କିନ୍ତୁ ପ୍ରେମିକ ସହ ଫେରାର୍‌ ହୋଇଥିଲେ

ଚୌଦ୍ୱାର : ଶେଷରେ ବିଜୟ ହେଲା ସତ୍ୟର। ଦୀର୍ଘ ୭ ବର୍ଷ ପରେ ସ୍ୱାମୀ ତାଙ୍କ ହଜିଲା ସ୍ତ୍ରୀର ଠିକଣା ପାଇଲେ। ନିଜକୁ ନିର୍ଦ୍ଦେଷ ବୋଲି ସାବ୍ୟସ୍ତ କଲେ ସ୍ୱାମୀ।  ହେଲେ ଯେତେବେଳେ ସ୍ତ୍ରୀର ସନ୍ଧାନ ପାଇଲେ ସେତେବେଳେ ସେ ଆଉ କାହାର ହୋଇ ଯାଇଥିଲେ। ତଥାପି ଦୋଷ...

jj
ଓଡ଼ିଶାରେ କରୋନା ଭୟ: ରକ୍ଷା ପାଇବାର ଏହି ଉପାୟ

ନୂଆଦିଲ୍ଲୀ: ଚାଇନାରୁ ଉତ୍ପତ୍ତି ହୋଇଥିବା ପ୍ରାଣଘାତୀ କରୋନା(କୋଭିଡ୍-୧୯) ସାରା ବିଶ୍ୱରେ ଆତଙ୍କ ଖେଳାଉଛି। କରୋନା ସଂକ୍ରମଣରେ ୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ୯୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଚାଇନା, ଇରାନ୍ ପରେ ଏବେ ଭାରତରେ ମଧ୍ୟ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ୬ରୁ...

principal2
ସ୍କୁଲ ଅଧ୍ୟକ୍ଷଙ୍କ ଅଶୋଭନୀୟ ଆଚରଣ: ଛାତ୍ରୀଙ୍କ ସହ ଏମିତି କରୁଥିଲେ

ଚାନ୍ଦବାଲି(ବାସୁଦେବ ଦାସ): ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ କରି ବନ୍ଧାହେଲେ ରସିକିଆ ଅଧ୍ୟକ୍ଷ। ଏପରିକି ଛାତ୍ରୀଙ୍କୁ ଫୋନ୍‌ କରି ଆହୁରି ଖରାପ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  “….. ତୁମକୁ ମୁଁ ବହୁତ ମିସ୍‌ କରୁଛି। ଯାହା ଭାଷାରେ...

lopsdf
ଦୁଇ ଶିକ୍ଷକଙ୍କ ମଦପିଆ ଭିଡିଓ ଭାଇରାଲ୍: ତାତିଲେ ଲୋକେ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବକ୍ଲର ସିଆରସିସି ଦାୟିତ୍ୱରେ ଥିବା ୨ ଜଣ ଶିକ୍ଷକଙ୍କ କାର୍ଯ୍ୟ ସମୟରେ ମଦ ପିଉଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ମଦ ପିଉଥିବା ଶିକ୍ଷକ ଦୁଇଜଣଙ୍କ ନାଁ ମୃତ୍ୟୁଞ୍ଜୟ ସେନାପତି ଓ ନାରାୟଣ ଚାନ୍ଦ। ଉଭୟ ଡ୍ୟୁଟି ସମୟରେ ଥାଇ ମଧ୍ୟ...

chiorir
ଅତିଥି ହୋଇ ଆସିଥିଲେ; ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିନେଲେ

ଭୁବନେଶ୍ୱର: ଲୁଟ୍‌ର ନୂଆ ତରିକା।  ଅତିଥି ହୋଇ ଆସି ବୁଲାଇଲେ କଳାକନା। ରାଜଧାନୀରେ ଭିଆଇପି ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ଏଭଳି ଲୁଟ୍ ହୋଇଛି। ବାହାଘରରେ...

mao
ଆତ୍ମସମର୍ପଣ କଲା ମାଓନେତା ଡି.ପ୍ରଶାନ୍ତ

ନୟାଗଡ: ପୋଲିସ ନିକଟରେ ଆତ୍ମସମର୍ପଣ କଲା ନୟାଗଡ଼ ଅସ୍ତ୍ରାଗାର ଲୁଟ ମାମଲାର ମାଷ୍ଟରମାଇଣ୍ଡ ତଥା ମାଓନେତା ସୋନୁ ଓରଫ ଡି.ପ୍ରଶାନ୍ତ ମିଡିଆମ। ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଓ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛି। ୨୦୦୮ ନୟାଗଡ଼...

lksa
କରୋନା ସନ୍ଦେହରେ ପାରାଦୀପରରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି

କଟକ: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ପାରାଦୀପର ଜାହାଜରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସଂକ୍ରମିତଙ୍କ ବଡ଼ ମେଡିକାଲର କରୋନା ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ। ସେଠାରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବାକୁ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୨ କର୍ମଚାରୀ...

fine bolangir
ପୋଲିସ କନଷ୍ଟେବଲଙ୍କୁ ହଜାରେ ଟଙ୍କା ଜୋରିମାନା

ବଲାଙ୍ଗିର: ବିନା ହେଲମେଟରେ ବାଇକ୍ ଚଳାଇବା ଜଣେ ପୋଲିସ କନଷ୍ଟେବଲଙ୍କୁ ମହଙ୍ଗା ପଡିଛି।  ହେଲମେଟ୍ ନପିନ୍ଧି ବାଇକ୍ ଚଳାଉଥିବାରୁ ସଂପୃକ୍ତ ନଷ୍ଟେବଲଙ୍କୁ ୧ ହଜାର ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ହୋଇଥିବା ନେଇ ବଲାଙ୍ଗିର ଏସପି ସ୍ପଷ୍ଟ କରିଛନ୍ତି। ବିନା ହେଲମେଟରେ ବାଇକ ଚଳାଉଥିବା ନେଇ ସୋସିଆଲ ମିଡିଆରେ...

gh
୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ସେ ପ୍ରାୟ ୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହାପରେ ଭବାନୀ ଭବନ ପଡ଼ିଆରେ ଦଳୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି।   ଶିଳାନ୍ୟାସ...

lopd
ଓଟିଭିରେ ଖବର ପ୍ରସାରଣ ପରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ

ଭୁବନେଶ୍ୱର: ଓଟିଭି ପ୍ରଭାବ। ବେଙ୍ଗାଳୁରୁରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ। ନିର୍ଯାତନା ନେଇ ଓଟିଭିରେ ଖବର ପ୍ରସାରଣ ପରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଉଦ୍ୟମରୁ ଏହି ସମସ୍ତ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସେମାନେ ବଲାଙ୍ଗିରରେ ଆସି ପହଞ୍ଚିଛନ୍ତି। ଯୁବତୀମାନେ ବେଙ୍ଗାଳୁରୁରେ...

ଲଗତୋହୀ ଲଗତବୋ
ପୁରୀକୁ ଭିକାରୀ ମୁକ୍ତ କରିବାକୁ ଆରମ୍ଭ ହେଲା ‘ସକ୍ଷମ ଯୋଜନା’

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବାକୁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଛି। ପ୍ରଥମ ଡ୍ରାଇଭ୍‌ରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକ୍ଷୁକଙ୍କ କାଉନସେଲିଂ କରାଯିବ। ଏହାପରେ ସେମାନଙ୍କୁ ନିଳାଦ୍ରୀ ନିଳୟକୁ ପଠାଯିବ। ଏଥିଲାଗି କିଛି ସାମାଜିକ ଏବଂ ବେସରକାରୀ ସଂଗଠନକୁ ନିୟୋଜିତ କରାଯାଇଛି।  ‘ନୀଳାଦ୍ରି ନିଳୟ’ ଯୋଜନାରେ...