ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ସ୍ଥିତିର ସମୀକ୍ଷା କରିଛନ୍ତି। ଆଜି ସ୍ୱାସ୍ଥ୍ୟସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ...
ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ସରକାରଙ୍କୁ ଟାର୍ଗେଟ୍ କିରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସମୀର ଅଭିଯୋଗ କରିଛନ୍ତି ଯେ କ୍ଷମତା ବିକେନ୍ଦ୍ରୀକରଣ ହେବା ବଦଳରେ ସଚିବାଳୟ କେନ୍ଦ୍ରୀଭୂତ ହୋଇଛି। ଚଦୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶରେ ରାଜ୍ୟର ୭...
ଡେରାଡୁନ: ପୁଲୱାମା ହମଲା ପରେ ହୋଇଥିବା ଅପରେସନରେ ସହିଦ ହୋଇଥିଲେ ଡେରାଡୁନର ମେଜର ଜେନେରାଲ ବିଭୂତି ଶଙ୍କର ଡୌଣ୍ଡିଆଲ। ସହିଦ ଡୌଣ୍ଡିଆଲଙ୍କ କଫିନ ପାଖରେ ଆଇଲଭୟୁ ଓ ମୁଁ ତୁମ ପାଇଁ ଗର୍ବିତ ବୋଲି ଚିତ୍କାର କରି ସାରା ଦେଶର ଛାତିକୁ ତରଳାଇ ଦେଇଥିବା ୨୬ ବର୍ଷୀୟ ନୀତିକା...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶେଷ ତଥା ୪ର୍ଥ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି। ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ଆଜି...
ମୁମ୍ୱାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନୀନା ଗୁପ୍ତା। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତରେ ଯେମିତି ଯୁବତୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ବେଶ୍ ଚିନ୍ତିତ ନୀନା। କେହି ଯେମିତି ଆଉ ତାଙ୍କ ଭଳି ଭୁଲ ନକରୁ ଏଥିପାଇଁ...
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍କ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି...
ପୁରୀ: ଏଣିକି ଶ୍ରୀମନ୍ଦିର ପରିସରରେ ପାନଛେପ ପକାଇଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡିବ। ପୂର୍ବରୁ ଶ୍ରୀମନ୍ଦିରରେ ପାନଛେପ ପକାଇବା ନେଇ କଟକଣା ଜାରି କରାଯାଇଥିଲା। ସେବାୟତ ହେଉ କିମ୍ବା ଭକ୍ତ, ଯେକେହିବି ପାନଛେପ ପକାନ୍ତି ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ...
ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋଶାଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅର୍ଥାତ ଅଗଷ୍ଟ ୫ରୁ ସୋଶାଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ଏହାର ଫାଇଦା ଉଠାଇପାରିବେ। ତେବେ ୩ଜି କିମ୍ବା ୪ଜି ଇଣ୍ଟରନେଟ୍...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଆବେଦନକୁ ଖାରଜ୍ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ପବନର ଅବେଦନକୁ ଖାରଜ୍ କରିଛନ୍ତି ରାଷ୍ଟ୍ରପତି। ଦିଲ୍ଲୀ ସରକାର ପବନର ରାଜକ୍ଷମା ଆବେଦନ ଖାରଜ କରିବା ପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ।...
ଭୁବନେଶ୍ୱର: ରାଜଧାନୀରେ ମାଡି ଆସିଲା ଅଚାନକ ବର୍ଷା। କିଛି ସମୟ ତଳେ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ସହ ପ୍ରବଳ ବେଗରେ ପବନ ଓ ବର୍ଷା ହୋଇଛି। କିଛି ସ୍ଥାନରେ କୁଆପଥର ମାଡ଼ ବି ହୋଇଥିବା ସୂଚନା ମିଳିଛି। ତେବେ ଅଚାନକ ବର୍ଷାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ...
କୋରାପୁଟ: ବିଭିନ୍ନ ସ୍କୁଲରେ ପାଠପଢାକୁ ନେଇ ଶିକ୍ଷକମାନେ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି। ନାଚ ଗୀତ କରି ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ଦ୍ୱାରା ପିଲାଙ୍କର ବି ପାଠପଢା ପ୍ରତି ଆଗ୍ରହ ବଢିଥାଏ। ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ସଦାସର୍ବଦା ତତ୍ପରତା ଦେଖାଇଥାନ୍ତି। ସେମିତି ଏକ ନିଆରା...
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଓ ପଂଚାୟତିରାଜ ଦିବସକୁ ବଡ଼ ଆକାରରେ ପାଳନ କରି ଉଭୟ ଗାଁ ଓ ସହରୀ ଭୋଟକୁ ଛୁଇଁବାକୁ ବିଜେଡିର ମାଷ୍ଟରପ୍ଳାନ୍। ସରକାରୀ କାର୍ଯ୍ୟକ୍ରମ ଆଳରେ ଦଳୀୟ ପ୍ରଚାର ଯୋଜନା ଚାଲିବ ବୋଲି ଅଭିଯୋଗ ବିରୋଧୀ ଅଭିଯୋଗ କରିଛନ୍ତି। ବିଜୁ ଜୟନ୍ତୀରେ...
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ପୁଲିସ୍ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ପଠାନ ଆଜି ଗିରଫ ହେବା ପରେ ତା ମନରେ ଥିବା ବିଷ ଓଗାଳିଛି। ସେଦିନ ତାର ଗୁଳି ଚଳାଇବା କ୍ରିୟାର ପ୍ରତିକ୍ରିୟା ବୋଲି କହିଛି ୨୩ ବର୍ଷୀୟ ଶାହାରୁଖ । ଦିଲ୍ଲୀ ଦଙ୍ଗାରେ ଜାଫ୍ରାବାଦ୍ର ମୈଜାପୁରରେ ଶାହରୁଖ...