• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

codf
ଚାଇନା ପରେ ଏବେ ଭାରତ ମୁହାଁ କୋରନା: ୨୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଚାଇନା ପରେ ଭାରତ ପ୍ରତି ଘାତକ ହେବାକୁ ବସିଲାଣି ପ୍ରାଣଘାତୀ କରୋନା ଭାଇରସ। ସୋମବାର ଦୁଇ ଜଣ, ମଙ୍ଗଳବାର ୮ ଜଣ ଏବଂ ବୁଧବାର ଆକ୍ରାନ୍ତ ସଂଖ୍ୟା ୨୯ରେ ପହଞ୍ଚିବାରୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତରେ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ...

navina
କାଲି ବିଜୁ ଜୟନ୍ତୀ, ଏହି ଦିନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି(ଗୁରୁବାର) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉତ୍ସବ। ଏନେଇ କଟକ ବାଲିଯାତ୍ରା ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କ ସହ ବହୁ ସଂଖ୍ୟାରେ କର୍ମୀ ଉତ୍ସବରେ ସାମିଲ ହେବେ।  ସେହିପରି ଆସନ୍ତାକାଲି ନବୀନ ସରକାରକୁ ବି...

lool
ବାରମ୍ବାର ମୁଁହରେ ହାତ ମାରିଲେ କରୋନା ବିପଦ: ଏମିତି ଟିପ୍ସ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣ ବାରମ୍ବାର ନିଜ ମୁହଁରେ କିମ୍ବା ନାକରେ ହାତ ମାରୁଛନ୍ତି କି ?  ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଦ୍ୱାରା କରୋନାଭାଇରସ୍‌ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଯଦି ଏପରି କରିବା ଆମେ କମାଇଦେବା ତେବେ ଏହି ଭୟଙ୍କର ଭାଇରସ୍‌ର ଆକ୍ରମଣରୁ  ରକ୍ଷା ପାଇପାରିବା।...

lop
ଅଧାରୁ ଅଟକି ଗଲା କି ଚି’ଟ୍‌ପଣ୍ଡ ତଦନ୍ତ କମିଶନ? ଲୋକେ ଟଙ୍କା ଫେରିବା ପାଇବା ଆଶା କ୍ଷୀଣ

ଭୁବନେଶ୍ୱର: ଅଧାରୁ ଅଟକି ଗଲା କି ଚି’ଟ୍‌ପଣ୍ଡ ତଦନ୍ତ କମିଶନ? କାର୍ଯ୍ୟକାଳ ପୂରିବାର ମାସେ ହୋଇଥିଲେ ବି ସରକାର ଚୁପ୍ ବସିଛନ୍ତି। ତେଣୁ କାର୍ଯ୍ୟକାଳ ଆଉ ବଢ଼ିବ ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଆଉ ଶୁଣାଣି ହେବନି...

sishu
ପୁଅର ଜୀବନ ଭିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ, ଗଳା ଧକ୍କା ଦେଇ ତଡ଼ିଦେଲେ ନେତା

ସୁନ୍ଦରଗଡ଼: ଆଖିରେ ଆଖିଏ ଲୁହ ଆଉ ଛାତିରେ ଅଜସ୍ର କୋହ। ପୁଅର ଜୀବନ ଭି‍‍କ୍ଷା ମାଗିବାକୁ ଯାଇ ବାପା ଧାଇଁ ଆସିଥିଲେ ରାଜ୍ୟ ମୁଖିଆଙ୍କ ନିକଟକୁ। ହାତରେ ଥିଲା ୩ବର୍ଷର ରୋଗିଣା ପୁଅ। ହେଲେ ମୁଖିଆଙ୍କୁ ଭେଟିବା ତ ଦୂରର କଥା, ବରଂ ଖାଇବାକୁ ପଡିଲା ଧକ୍କା ଓ...

snil
ବଦଳିଲା ପାଣିପାଗର ମୁଡ୍: ରାତି ୧୦ରୁ ପୁଣି ବର୍ଷା

ଭୁବନେଶ୍ୱର: ହଠାତ୍ ରାଜଧାନୀ ଭୁବନେଶ୍ୱରରେ ପାଣିପାଗର ମୁଡ୍ ବଦଳିଛି। ଅପରାହ୍ନରେ କଳାହାଣ୍ଡିଆ ମେଘ ସହ ପ୍ରବଳ ପବନ ବହିବା ସହ ବର୍ଷା ହୋଇଛି। କିଛି ସ୍ଥାନରେ କୁଆପଥର ମାଡ଼ ବି ହୋଇଥିବା ସୂଚନା ରହିଛି। ବର୍ଷା ଓ ପବନ ଏମିତି ହୋଇଥିଲା କି ରାଜଧାନୀବାସୀଙ୍କୁ ଏହା ବାତ୍ୟାର ଭ୍ରମ...

pregent 5 copy
ଗର୍ଭାବସ୍ଥାରେ ମହିଳାମାନେ କିପରି ସଚେତନ ରହିବେ

ଭୁବନେଶ୍ୱର: ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେମିତିକି ଥଣ୍ଡା, କାଶ, ଜ୍ୱର ଓ ସଂକ୍ରମଣ ହେବାର ଭୟ ରହିଥାଏ। ଏଭଳି ପରିସ୍ଥିତିରେ କିପରି ନିଜକୁ ସୁସ୍ଥ ରଖିବେ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର। ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜକୁ ଥକାପଣ ଅନୁଭବ କରିଥାନ୍ତି।...

mao
୪ ଜିଲ୍ଲାର ମାଓବାଦୀଙ୍କ ଗତିବିଧିକୁ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ

ଭବାନୀପାଟଣା: ମାଓବାଦୀଙ୍କ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଓଡ଼ିଶା ଓ ଛତିଶଗଡର ମିଳିତ ଅପରେସନକୁ ଆହୁରି ଜୋରଦାର କରାଯିବ। ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ପୋଲିସର ସୁରକ୍ଷା ଉପଦେଷ୍ଟା। ଆଜି କେନ୍ଦ୍ରୀୟ ପୋଲିସର ବରିଷ୍ଠ ସୁରକ୍ଷା ଉପଦେଷ୍ଟା...

rahul
କଂଗ୍ରେସ ଅଧ୍ୟକ୍ଷ ପଦକୁ ଆଉ ଫେରିବେ ନାହିଁ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦକୁ ଆଉ ଫେରିବେ ନାହିଁ ରାହୁଲ ଗାନ୍ଧି। ସେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ପୁଣି ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖୋଦ୍‌ ରାହୁଲ ଦଳର ବରିଷ୍ଠ ନେତାମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ରାହୁଲ୍‌ଙ୍କ ଏହି ନିଷ୍ପତ୍ତି ପରେ...

fas
ବିବାହ ଭୋଜିରେ ଅତିଥି ସାଜି କଳାକନା ବୁଲାଇଥିବା କାର୍ପଟଦାର ଗିରଫ

ଭୁବନେଶ୍ୱର: ବିବାହ ଭୋଜିରେ କଳାକନା ବୁଲାଇଥିବା କାର୍ପଟଦାର ଚୋର ଗିରଫ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବିବାହ ଉତ୍ସବରେ ଅତିଥି ଭାବେ ଆସି ଚୋରି କରିବା ମାମଲାରେ ଜଣେ ଅଭିଯୁକ୍ତ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଗିରଫ୍‌ ବ୍ୟକ୍ତିର ନାଁ ସେକ୍ ଅବଦୁଲ ଲତିଫ୍। ଲତିଫ୍‌ଠାରୁ ୩ ଲକ୍ଷ...

cclol
ମିଛ କଲେଜରେ ସତ ପିଲାଙ୍କୁ ଠକେଇ

ସମ୍ବଲପୁର: ମିଛ କଲେଜରେ ସତ ପିଲାଙ୍କୁ ଠକେଇ। ସମ୍ବଲପୁର ଯମୁନାଦେବୀ ଘରୋଇ ମହାବିଦ୍ୟାଳୟର ୪୦ରୁ ଅଧିକ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଠକେଇ ହୋଇଛି। ପତ୍ରବିନିମୟ ବା କରସ୍ପଣ୍ଡେଣ୍ଟରେ ଆଡମିଶନ୍ କରିଥିବା ଛାତ୍ରଛାତ୍ରୀଙ୍କ ସହ ଠକେଇ ହୋଇଛି। ବିନା ପଞ୍ଜୀକରଣରେ ଚାଲିଥିବା ଏହି କଲେଜରେ ଆଡମିଶନ୍ ନେଇଥିଲେ ଛାତ୍ରଛାତ୍ରୀ। ପିଲାଙ୍କୁ...

sd
କଂଗ୍ରେସ ବୈଠକ ଭାଙ୍ଗିଦେଲେ ମହୁମାଛି: ଆକ୍ରମଣରେ ଘାଇଲା ହେଲେ ନେତା

ସୁନ୍ଦରଗଡ଼: କଂଗ୍ରେସ ବୈଠକ ବେଳେ ମହୁମାଛି ଆକ୍ରମଣ। ଏଭଳି କିଛି ଘଟଣା ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବିରମିତ୍ରପୁର ଅଞ୍ଚଳରେ। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ କଂଗ୍ରେସ ନେତାମାନଙ୍କୁ ହଠାତ୍ ବୈଠକକୁ...

youth cogress
ନୂଆ ଟ୍ରାଫିକ ନିୟମକୁ ନେଇ କଂଗ୍ରେସର ପ୍ରଶ୍ନ: ସୁର‍କ୍ଷା ନା ରାଜସ୍ୱ ବୃଦ୍ଧି?

ଭୁବନେଶ୍ୱର:  ନୂଆ ଟ୍ରାଫିକ ନିୟମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଯୁବ କଂଗ୍ରେସ।ରାଜ୍ୟରେ ସରକାରଙ୍କ ତରଫରୁ କଡାକଡି ଯାଞ୍ଚ ଚାଲିଥିବାବେଳେ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ।  ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ କହିଛି ଯେ ଏହି ପ୍ରସଙ୍ଗକୁ ନେଇ ଆସନ୍ତାକାଲି(ଗୁରୁବାର) ବିଭାଗୀୟ...

manoj-2
ମନୋଜଙ୍କ ନୂଆ ୱେବ୍‌ ସିରିଜ୍ ’72 hours’

ଭୁବନେଶ୍ୱର: ଓଲିଉଡର ଷ୍ଟାର୍‌ ମନୋଜ ମିଶ୍ର। ସେ କେବଳ ଓଡ଼ିଆ ପିଲ୍ମରେ ସୀମିତ ନାହାନ୍ତି, ବଲିଉଡ୍ ,ଟଲିଉଡ୍‌ ଓ ଭୋଜପୁରୀ ଫିଲ୍ମିରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ଖଳନାୟକ ହେଉ କିମ୍ବା ଚରିତ୍ର ଅଭିନେତା ସବୁଥିରେ ସେ ଏକ୍ସପର୍ଟ।ବର୍ତ୍ତମାନ ୱେବ୍‌ର ଯୁଗ। ଦେଶ ବିଦେଶର ୱେବ୍...