ଯାଜପୁର: ଉଦ୍ଯାପିତ ହୋଇଛି ୫୩ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା। ଯାଜପୁର ଜିଲ୍ଲା ବୈରୀ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଚାଲିଥିବା ପ୍ରତିଯୋଗିତାରେ ଚଳିତ ବର୍ଷ ଏସ୍ଓଜି ଭୁବନେଶ୍ୱର ପ୍ରଥମ ସ୍ଥାନ, କମିଶନରେଟ୍ ପୋଲିସ-ବି ଦଳ ଦ୍ୱିତୀୟ ଓ ଆଇଆରବି ଲାୟନ ଦଳ ତୃତୀୟ ସ୍ଥାନ ହାସଲ କରିଛନ୍ତି।...
ଭୁବନେଶ୍ୱର: ବିଜୁବାବୁଙ୍କ ଜୟନ୍ତୀରେ ଏହି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିଜୁ ପଟ୍ଟନାୟକଙ୍କୁ ଓଡ଼ିଶାର ଟଲ୍ ମ୍ୟାନ ବୋଲି କହିବା ସହିତ ତାଙ୍କ ଲୋକପ୍ରିୟାତକୁ ବର୍ଣ୍ଣନା କରିଛନ୍ତି। Today is the Jayanti of the Tall Man of Odisha:...
ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ଦେଖା ଦେଇଛି। ନିକଟରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଫଳରେ ଏବେ ଇସ୍କନ ତରଫରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରାଯାଉଛି। ଏହାର ନାଁ ’ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି। ମଥୁରାରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସୋଶାଲ...
ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ଛକରେ ଘଟିଛି ଏହି ଦୁର୍ଘଟଣା। ବାଇକ୍ରେ ଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଘଟଣାପରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ...
ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁବାବୁ ଭାରତର ଉନ୍ନତି ପାଇଁ ଅବିରତ ଉଦ୍ୟମ କରିଥିବା ବେଳେ ଓଡ଼ିଶାର ପ୍ରଗତି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ବୋଲି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ମୋଦି। Remembering Biju...
ପୁରୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହ ହୋଟେଲମାନଙ୍କୁ ମଧ୍ୟ ଉପଦେଶନାମା ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ପୂରା ସୂଚନା ଦେବା ପାଇଁ...
ଅନୁଗୋଳ(ବିରଜା ଦାସ): ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ। ହଣ୍ଡପା ବନାଞ୍ଚଳ କମରେଇ ଗାଁରେ ଜଣେ ବୃଦ୍ଧା ଘରେ ଶୋଇଥିବା ବେଳେ ହାତୀ ଦଳିଦେବାରୁ ବୃଦ୍ଧାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ଘରେ ଏକୁଟିଆ ରୁହନ୍ତି। ଗତରାତିରେ ସେ ଶୋଇ...
କଟକ: ଫେବ୍ରୁଆରୀ ମାସରେ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ କାଡାଭରିକ୍ ପ୍ରତିରୋପଣ ସଫଳତାର ସହ ହେବା ପରେ ଆଜି ହେବ ତୃତୀୟ କାଡାଭରିକ୍ ପ୍ରତିରୋପଣ। ହାଇଟେକ୍ ହସ୍ପିଟାଲରେ ରାଜଲକ୍ଷ୍ମୀ ଦାସ ନାମକ ଜଣେ ମହିଳାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯିବା ପରେ ତାଙ୍କ ପରିବାର ଲୋକ ଅଙ୍ଗଦାନ କରିବାକୁ...
ଭୁବନେଶ୍ୱର: ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଆଜି କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଜଗତସିଂହପୁର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ,...
ସିଡ୍ନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତର ସେମିଫାଇନାଲ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ରେ ଇଂଲଣ୍ଡ ସହ ହେବ ମୁକାବିଲା କରିବ ଟିମ୍ ଇଣ୍ଡିଆରେ ଲେଡି ବ୍ରିଗେଡ୍। ଆଜି ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍ ଇତିହାସରେ ଫାଇନାଲ ଖେଳିବ। ଏହାପୂର୍ବରୁ...
ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍କୁଲ ମାନଙ୍କ ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ନେଇ କୌଣସି ବଡ଼ଧରଣର ସମାବେଶ ନକରିବାକୁ ମନ୍ତ୍ରାଳୟ ପକ୍ଷରୁ ବାରଣ କରାଯାଇଛି। କୌଣସି ଛାତ୍ର କିମ୍ବା...
କେନ୍ଦୁଝର: ଓଡ଼ିଶାରେ ମଧ୍ୟ ବଢ଼ି ଚାଲିଛି ସନ୍ଦିଗ୍ଧଙ୍କ ସଂଖ୍ୟା। ନୂଆ ସନ୍ଦିଗ୍ଧ ଭାବେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ସେ ଆଣ୍ଡାମାନରୁ ଫେରିଥିଲେ। ଥଣ୍ଡା ଓ କାଶ ଲାଗି ରହିବାରୁ ତାଙ୍କ ଉପରେ ସନ୍ଦେହ...
ରେଢାଖୋଲ: ଗୋଟିଏ ପଟେ ଦିକ ଦିକ୍ ଜଳୁଥିଲା ଭଉଣୀ ବାହାବେଦୀର ହୋମ। ଆଉ ସେପଟେ ଅଳ୍ପ ଦୂରରେ ହୁତୁ ହୁତୁ ହୋଇ ଜଳୁଥିଲା ଭାଇର ଜୁଇ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ କିଆକଟା ଥାନା ବାଜପୁର ଗାଁରେ। ଉକ୍ତ ଘଟଣା ପୁରା ଅଞ୍ଚଳରେ ଖେଳାଇ ଦେଇଛି...