ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଛୁଇଁବାକୁ ବସିଲାଣି। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ମୋଟ ମୃତ୍ୟୁ ସଂଖ୍ୟା ୭୭୯ କୁ ଛୁଇଁଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ...
ବ୍ରହ୍ମପୁର: ଲକଡାଉନବେଳେ ଚୋରାରେ ମଦ ବିକୁଥିବା ଜଣେ ବାର୍ ମାଲିକ ଓ ୨ କର୍ମଚାରୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଧରିଛି। ଭାପୁର ବଜାରରେ ଥିବା ବାର୍ ମୋତି ମହଲର ମାଲିକ ଓ ୨ କର୍ମଚାରୀଙ୍କୁ ପୋଲିସ ଧରିଛି। ଧରାପଡ଼ିଥିବା ୩ ଜଣ ହେଲେ ବ୍ରହ୍ମପୁର ଗାନ୍ଧିନଗରର ବାସିନ୍ଦା...
ଭୁବନେଶ୍ୱର: ମେ ୩ରେ ଲକ୍ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆରମ୍ଭ ହୋଇଯାଇଛି ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଫର୍ମ...
ଭୁବନେଶ୍ୱର ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିବା ଜଣେ ଯୁବକଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଛି ପୋଲିସ। ସଂପୃକ୍ତ ଯୁବକ ଓ ଗଣମାଧ୍ୟମ ସଂସ୍ଥାରେ ଚାକିରୀ କରୁଥିବା ତାଙ୍କ ସହଯୋଗୀକୁ ମଧ୍ୟ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ସଂପୃକ୍ତ ଯୁବକ...
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ଉତ୍ତର ବିହାର ଅଞ୍ଚଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି। ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ଦେଇ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି।...
ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତିର ଖବର। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କାମ କରିପାରିବେ। ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ସେମାନଙ୍କ ଠିକାଦାର ସେମାନଙ୍କୁ ନେବାଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ...
ଭୁବନେଶ୍ୱର: ସୋମବାର ଠାରୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ଭୁବନେଶ୍ୱର ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ। ଏହାସହ ଲକ୍ଡାଉନ୍ ସମୟ ସୀମା ଶେଷ ଯାଏ, ସବୁ ଗ୍ରୁପ ଅଧିକାରୀ ମାନେ ପ୍ରତିଦିନ କର୍ମଚାରୀଙ୍କ...
ପୁରୀ: ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାଠ ଅନୁକୁଳ ନୀତି ସବୁ କିଛି ଶ୍ରୀମନ୍ଦିର ଭିତରେ ହିଁ କରାଯିବ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିମାନବଡୁ ସେବାୟତ। ସମସ୍ତ...
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ଲୋକମାନେ ଘରେ ରହୁଛନ୍ତି। ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି ଯେ, ଲକ୍ଡାଉନ୍ ସରିଯିବା ପରେ ବାହାରକୁ ଯେତେବେଳେ ବାହାରିବେ କ’ଣ ସବୁ କରିବେ? ଏହା ମଧ୍ୟ ଆମେ ସମସ୍ତେ ଜାଣିଛି ଯେ...
କେରଳ: କରୋନା ଭାଇରସ ମହାମାରୀ ବିରୋଧରେ ସାରା ଦେଶ ଲଢ଼େଇ କରୁଥିବାବେଳେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେତେକ ଘରୋଇ କମ୍ପାନୀ ଦରମା କାଟ କରିବା କଥା ଶୁଣାଯାଉଛି। ହେଲେ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ କଟିବ। କେରଳ ସରକାର ଏମିତି ଘୋଷଣା କରିଛନ୍ତି। କେରଳ ସରକାରୀ କର୍ମଚାରୀଙ୍କ...
ବ୍ରିଟେନ: ସନ୍ତାନକୁ ଜନ୍ମ ଦେଲେ, ହେଲେ ମାତୃତ୍ୱର ଆନନ୍ଦ ତାଙ୍କ ଭାଗ୍ୟରେ ନ ଥିଲା । ସେ ଏମିତି ଏକ ଅସହାୟ ମା’, ନବଜାତ ଶିଶୁ କୁଆଁ କୁଆଁ କାନ୍ଦୁଥିଲେ ମଧ୍ୟ ଛାତିରେ ଜାକି ପାରିଲେନି, ତାଙ୍କ ବକ୍ଷରୁ ଅମୃତର ଧାରା ଦେଇ ତାର କ୍ଷୁଧା ନିବାରଣ କରିପାରିଲେନି। ...
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ୭୭୫ରେ ପହଞ୍ଚିଥିବାବେଳେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୪,୫୦୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୯ଟି ନୂଆ...
ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଜଣ ସିଆରପିଏଫ୍ ଯବାନଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସେନା ଅଧିକାରୀ। କିଛି ଦିନ ପୂର୍ବରୁ ନର୍ସିଂ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ହେଡ୍ କନଷ୍ଟେବଳଙ୍କଠାରେ କରୋନା ପଜିଟିଭ୍ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରାସିଂ କରାଯିବା...
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୭୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୪୫୨ରେ ପହଞ୍ଚିଛି। ଏବଂ ୭୨୩ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ...