• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

shout down
ଆଜି ଏହି ୩ ଜିଲ୍ଲାରୁ ଉଠିବ ସଟ୍‌ଡାଉନ୍ କଟକଣା‌: ଖୋଲା ରହିବ ଏହିସବୁ ଦୋକାନ

ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ର ଆଜି ସରୁଛି ଅବଧି। ଆଜି ସକାଳ ୧୦ଟା ବେଳେ ଏହି ତିନି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଉଠିବ। ତେବେ ସଟ୍‌ଡାଉନ୍ ଉଠିବା ପରେ ବି ଲାଗୁ ରହିବ ଲକ୍‌ଡାଉନ୍ ନିୟମ। ଏହାସହ କେନ୍ଦ୍ର...

corona
ରାଜ୍ୟରେ ପୁଣି ବଢ଼ିଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୦୩  

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲାର। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛିଥିବା ବେଳେ...

Jagannath_Temple
ଲକ୍‌ଡାଉନ୍‌ ପାଇଁ ଏଥର ନୂଆ ଶୈଳୀରେ ହବ ଶ୍ରୀଜୀଉଙ୍କ ନୀତିକାନ୍ତି

ପୁରୀ: ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାର୍ଯ୍ୟ ଅନୁକୁଳ- ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନ ଯାତ୍ରା ପାଇଁ ୨ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ। କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ୨୧ ଦିନ ବ୍ୟାପୀ ହେବ ଚନ୍ଦନ...

bothra
ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ସିଇଓ ଅରୁଣ ବୋଥ୍ରା

ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ଓଡ଼ିଶା ସିଇଓ ତଥା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା। ରାଜସ୍ଥାନର ମୂଳ ବାସିନ୍ଦା ଅରୁଣଙ୍କ ପ୍ରଚେଷ୍ଟାରେ ପୂର୍ବରୁ ମୁମ୍ବାଇର ଏକ ଶିଶୁ ପାଇଁ ରାଜସ୍ଥାନରୁ ଓଟକ୍ଷୀର ପଠାଯାଇଥିବା ବେଳେ, ଗତକାଲି ବ୍ରହ୍ମପୁରର ଏକ ଅଟିଜିମ୍ ପୀଡ଼ିତ ଶିଶୁ ପାଇଁ ମଧ୍ୟ...

crop
ଆସନ୍ତାକାଲି ଅକ୍ଷୟ ତୃତୀୟା: ବିହନ ବୁଣିବ ଚାଷୀ, କିନ୍ତୁ ଏଥର ଅନ୍ନଦାତା ପାଇଁ ନୂଆ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: କଥାରେ ଅଛି ଚାଷ ତର ତର ବଣିଜ ମଠ। ତେବେ ତରତର ହେବ କଣ, କରୋନା ଲକ୍‌ଡାଉନ ଚାଷୀ ମନ ଭାଙ୍ଗି ଦେଇଛି। କାଲି ଅଖିମୁଠି ଅନୁଗୁଳ ଥିବାରୁ ବିଲ ହଳ କରିଛି ସତ, ତେବେ ବିହନ ବୁଣିହେବ କି ନାହିଁ ତାକୁ ନେଇ ମନରେ ଆଶଙ୍କା।...

oduisha
କରୋନା ପାଇଁ ଦୁର୍ବଳ ହୋଇଥିବା ଶିଳ୍ପ ସଂସ୍ଥାକୁ ମଜଭୁତ୍‌ କରିବାକୁ ଅଣ୍ଟା ଭିଡ଼ିଲେ ସରକାର

ଭୁବନେଶ୍ୱର: କରୋନା ମାଡ଼ରେ ଦୁର୍ବଳ ହୋଇଥିବା ଶିଳ୍ପକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ ଜାରି ରହିଛି। ଖୁବ୍‌ଶୀଘ୍ର ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏନେଇ ଆନ୍ତଃମନ୍ତ୍ରିସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି।  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କର...

irafan
ମାଆଙ୍କ ଶେଷ ଦର୍ଶନ କରିପାରିଲେ ନାହିଁ ବଲିଉଡ୍ ଅଭିନେତା ଇର୍‌ଫାନ୍‌

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇର୍‌ଫାନ୍‌ ଖାନଙ୍କର ମାଆ ସୟୀଦା ବେଗମଙ୍କର ଶନିବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟତା କାରଣରୁ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୫ ବର୍ଷ ବୟସ ହୋଇଥିଲା। ସେ ଜୟପୁରର ବେନିୱାଲ୍‌ କାନ୍ତା କ୍ରିଷ୍ଣା କଲୋନୀରେ ରହୁଥିଲେ।  ସୟୀଦା ରାଜପରିବାରରୁ...

aajtak
ସାମ୍ନାକୁ ଆସିଲା କରୋନା ଭାଇରସ୍‌ର ଏବେ ଆଉ ଏକ ନୂଆ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଏବେ ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହି ଲକ୍ଷଣ ସାଧାରଣତଃ ଛୋଟ ପିଲା ଓ ଯୁବକମାନଙ୍କଠାରେ ଦେଖାଯାଉଛି। ମାର୍ଚ୍ଚ ମାସରେ ଇଟାଲୀର କିଛି ଚର୍ମରୋଗ ବିଶେଷଜ୍ଞ କୋଭିଡ୍-୧୯ ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖିଥିଲେ। କେତେକ ରୋଗୀଙ୍କର ଆଙ୍ଗୁଳି ଫୁଲି ଯାଇଥିଲା...

nortyh
ଉତ୍ତର କୋରିଆ ଶାସକ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଗୋପନରେ ଡାକ୍ତରୀ ଟିମ୍‌ ପଠାଇଲା ଚାଇନା

ବେଜିଂ: ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଡାକ୍ତରି ଟମ୍‌ ପଠାଇଲା ଚାଇନା। ଗତ ସପ୍ତାହରେ ଏହି ୩୬ ବର୍ଷୀୟ କିମ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଚେକ୍‌ କରିବାକୁ ଡାକ୍ତରୀଟିମ୍...

thnersor
କାଳବୈଶାଖୀ କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଗତ...

rain-2
ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ

ଭୁବନେଶ୍ୱର: ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆମ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଓ ପବନ ହେବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ...

corona
ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୯୭ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୯୭ ହଜାରରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ୪୬ହଜାରକୁ ବୃଦ୍ଧି ପାଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ବଡ଼ ବୃଦ୍ଧି ଘଟିଛି। ଆମେରିକାରେ ବର୍ତ୍ତମାନ...