• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 26th August To 1st September 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Capricorn

ମକର

Tuesday 27 Aug 2024

ପାଖ ଲୋକଙ୍କୁ ମନେଇ କାମ ହାସଲ ପାଇଁ ଚେଷ୍ଟାକଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ସମ୍ମାନ ମିଳିବ ଏବଂ ଆନୁଷ୍ଠାନିକ କାର‌୍ୟ୍ୟରେ ଯୋଗଦେବେ। ସଙ୍ଗୀତ, କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ।ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦକ୍ଷେପ ନେବା ଭଲ ହେବ। ପାଖରେ ନ ଥିବା ଜିନିଷଟି ହାସଲ କ୍ଷେତ୍ରରେ ତର୍କ ଓ ବିବାଦ ବଢ଼ିପାରେ। ରୋଜଗାର ସମସ୍ୟା   ସୁଧୁରି ଯିବ ଓ ଧନ ଲାଭ ହେତୁ ମନ ଖୁସି ରହିବ । ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବାସହ ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ ।
ପ୍ରତିକାର- ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :