• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 26th August To 1st September 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Aquarius

କୁମ୍ଭ

Tuesday 27 Aug 2024

ଯେଉଁ କାମ କରନ୍ତୁନା କାହିଁକି ଆଶାନୁରୂପ ସହଯୋଗ ଲାଭ କରି ଲକ୍ଷ୍ୟ ପୂରଣ କରିପାରିବେ। ଆନୁଷ୍ଠାନିକ କାମ, କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ପ୍ରତିଦ୍ୱନ୍ଦ୍ୱିତା, କ୍ରୀଡ଼ା ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଆପଣଙ୍କୁ ବିଶେଷ ଧାଁ ଦଉଡ କରିବାକୁ ପଡ଼ିପାରେ।ପରିବହନ ଓ ବ୍ୟବସାୟ ଭଲରେ ଚାଲିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହୋଇ ନପାରେ। ସାଂସ୍କୃତିକ କାର‌୍ୟ୍ୟକ୍ରମର ନିମନ୍ତ୍ରଣ ପାଇପାରନ୍ତି। ଅଭିଳାଷ ପୂରଣରେ ଅର୍ଥ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି। ଆୟ ଅପେକ୍ଷା ବ୍ୟୟ  ବୃଦ୍ଧି ପାଇବ ।  
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ”ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :