ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୮.୨୫ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୮.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୧୩ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ବୈବାହିକ ଜୀବନ ସୁଖକର ହେବ।ଶକ୍ତିର ସ୍ତର ଭଲ ରହିବ। ଆୟ ଉତ୍ସ ବୃଦ୍ଧି ହେବାର ଯୋଗ ଅଛି। ସରକାରୀ ଚାକିରିଆଙ୍କ ପାଇଁ ସମୟ ଠିକ୍ ରହିବ। ନିଜର ବାଣୀ ଉପରେ ସଂଯମ ରଖିବାର ଆବଶ୍ୟକତା ଅଛି। କୋର୍ଟକଚେରି ମାମଲାଠାରୁ ଦୂରେଇ ରହନ୍ତୁ। କୌଣସି ମନ୍ଦିରରେ ଦାନପୁଣ୍ୟର ଜିନିଷ ବାଣ୍ଟିବେ। ଘରେ ସୁଖଶାନ୍ତିର ପରିବେଶ ରହିବ। ବନ୍ଧୁ ସହିତ ଥଟ୍ଟାମଜା ଓ ମନୋରଞ୍ଜନର ମଉକା ପାଇବେ। ପ୍ରଯୁକ୍ତିବିଦ୍ୟା ଛାତ୍ରୀଙ୍କ ଲାଗି ସମୟ ଭଲ।
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫