• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope From 14th April 2025 To 20th April 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୮.୨୫ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୮.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୧୩ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

Libra

ତୁଳା

Monday 14 Apr 2025

ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ। କୌଣସି ବଡ଼ ଉଦ୍ୟୋଗ ସହ ଡ଼ିଲ୍ ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିୟର୍କୁ ଆଗକୁ ବଢ଼ାଇବ। ବିଦେଶ ଯିବାର ଯୋଗ ଅଛି। ବେପାର ଉଦ୍ୟୋଗରେ ପ୍ରଗତି ପାଇଁ ଅର୍ଥନୈତିକ ଯୋଜନା କରିବେ। ଅଫିସ୍ରେ କାର‌୍ୟ୍ୟଭାର ଅଧିକ ହେବା ଯୋଗୁଁ ଅଧିକ ସମୟ ପର‌୍ୟ୍ୟନ୍ତ କାମ କରିବେ। କଳା ସାହିତ୍ୟ ଲୋକ ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ଛାତ୍ରଛାତ୍ରୀ ଯୋଗ୍ୟତାରୁ କୌଣସି ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ।

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS