ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୮.୨୫ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୮.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୧୩ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ। ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ।ସକାରାତ୍ମକ ବିଚାରଧାରା ଥିବା ଲୋକଙ୍କ ସହିତ ସମୟ ଅତିବାହିତ କରିବାର ଅବସର ପାଇବେ। ଆପଣଙ୍କ ମନରେ ଅଧିକ ଉପାର୍ଜନ କରିବାର ବିଚାର ଆସିବ। ଧୈର୍ୟ୍ୟଧରି କାମ କଲେ ଲାଭ ପାଇବେ। ଚାକିରିରେ ଆପଣଙ୍କର କୌଣସି କାମ ପାଇଁ ପ୍ରଶଂସା ପାଇବେ। ବରିଷ୍ଠ ଲୋକ ନିରାପଦ ଭବିଷ୍ୟତ ଲାଗି ନୂଆ ଯୋଜନା କରିପାରନ୍ତି। ଲେଖକ ନୂଆ କାହାଣୀ ଲେଖିବେ।
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯