• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Nov 2022: ଏହି ରାଶିର ବ୍ୟକ୍ତି ଆଜି ଦୁର୍ଘଟଣାର ଶିକାର ହୋଇପାରନ୍ତି !!!

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।

Capricorn

ମକର

Tuesday 29 Nov 2022

ଉ, ଷାଢା - ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦରେ ଦିନ କଟାଇବେ । ବ୍ୟବସାୟରେ ତ୍ୱରନ୍ତ ଫଇସଲା ଫଳପ୍ରଦ ହୋଇପାରେ । ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ ।

ଶ୍ରବଣା – ବିଭିନ୍ନ ଦିଗରୁ ଅର୍ଥ ଆୟ କରିବେ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ । ବିଦ୍ୟାର୍ଥୀ ପଢାକୁ ନେଇ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । 

ଧନିଷ୍ଠା – କଳାକାର ମାନଙ୍କୁ ଭଲ ସୁଯୋଗ ମିଳିବ । ମାଲିମକଦ୍ଧମାରେ ଜୟଯୁକ୍ତ ହେବେ ।

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :