• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Nov 2022: ଏହି ରାଶିର ବ୍ୟକ୍ତି ଆଜି ଦୁର୍ଘଟଣାର ଶିକାର ହୋଇପାରନ୍ତି !!!

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।

Leo

ସିଂହ

Tuesday 29 Nov 2022

ମଘା – ବ୍ୟବସାୟରେ ଅଗ୍ରଗତି ଘଟିବ । କୌଣସି ଜିନିଷ ଦ୍ୱାରା ଆଘାତ ପାଇପାରନ୍ତି । ପାରିବାରିରେ ସମସ୍ତେ ଶାନ୍ତିରେ ସମୟ କାଟିବ ।

ପୂ , ଫାଲଗୁନୀ - ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ । ରାଜନୀତିରେ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ ।

ଉ ,ଫାଲଗୁନୀ – ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । ଭୂ-ସମ୍ପତିକୁ ନେଇ ବିବାଦ ଦେଖାଦେବ ।

ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :