• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Nov 2022: ଏହି ରାଶିର ବ୍ୟକ୍ତି ଆଜି ଦୁର୍ଘଟଣାର ଶିକାର ହୋଇପାରନ୍ତି !!!

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।

Libra

ତୁଳା

Tuesday 29 Nov 2022

ଚିତ୍ରା – ପାରିବାରିକ ଜୀବନ ହର୍ଷଉଲ୍ଲାସରେ କଟିବ । ଆୟ ଖୁବ୍ ଭଲ ହେବ ଓ ବ୍ୟୟ ସାମାନ୍ୟ ବଢିବ । ଶାରୀରିକ ଅସୁସ୍ଥତା ଲାଗି ରହିବ ।

ସ୍ୱାତୀ – ରାଜନୈତିକ ସମର୍ଥନ ପାଇବେ । ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ଶିକ୍ଷାର୍ଥୀ ପଢାପଢିରେ ଶୁଭଫଳ ମିଳିବ ।

ବିଶାଖା – ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ଅଦାଲତରେ ଜୟଯୁକ୍ତ ହେବେ ।

ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :