• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Nov 2022: ଏହି ରାଶିର ବ୍ୟକ୍ତି ଆଜି ଦୁର୍ଘଟଣାର ଶିକାର ହୋଇପାରନ୍ତି !!!

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।

Virgo

କନ୍ୟା

Tuesday 29 Nov 2022

ଉ , ଫାଲଗୁନୀ – ପାରିବାରିକ ଜୀବନରେ ବନ୍ଧୁ ମିଳନ  ଓ ଆନନ୍ଦ ଉତ୍ସବ ଲାଗି ରହିବ । ହଠାତ୍ ସ୍ୱାସ୍ଥ୍ୟକୁ ନେଇ କୌଣସି ଅସୁବିଧା ଦେଖା ଦେଇପାରେ ।

ହସ୍ତା – ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ରାଜନୈତିକ ଶତୃତା ବଢି ପାରନ୍ତି । ବିଦ୍ୟାର୍ଥୀମାନଙ୍କର ଆଶା ପୂରଣ ହୋଇପାରେ ।

ଚିତ୍ରା – ମହିଳା ମାନେ ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :