• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Nov 2022 : ଏହି ରାଶିର ବ୍ୟକ୍ତି ଆଜି ନୂତନ ଜମି କ୍ରୟ କରିପାରନ୍ତି

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୫୮ ଗତେ କର୍କଟ, ମକର । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି

Capricorn

ମକର

Wednesday 16 Nov 2022

ଉ , ଷାଢା - ଶାରିରୀକ କ୍ଲେଶ ଦୂର ହୋଇଯିବ । ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ।

ଶ୍ରବଣା – ବ୍ୟବସାୟ ପଥ ସୁଗମ ହେବ, ଆୟ ସ୍ଥିର ରହିବ । ରାଜନୀତିରେ ଚାପରେ ଗତିକରିବେ । ଚାକିରୀରେ ଆପଣଙ୍କର ପ୍ରାଧାନ୍ୟ ବଢିବ । 

ଧନିଷ୍ଠା – କୋର୍ଟ କଚେରୀ ମାମଲାରେ ପଡନ୍ତୁ ନାହିଁ । ନାରୀମାନେ ଧର୍ଯ୍ୟଶୀଳ ହେବେ । 

ପ୍ରତିକାର – ମା କାଳୀଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :