• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Nov 2022 : ଏହି ରାଶିର ବ୍ୟକ୍ତି ଆଜି ନୂତନ ଜମି କ୍ରୟ କରିପାରନ୍ତି

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୫୮ ଗତେ କର୍କଟ, ମକର । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି

Leo

ସିଂହ

Wednesday 16 Nov 2022

ମଘା – ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିବ । କର୍ମଜୀବି ମାନଙ୍କ କର୍ମପ୍ରବଣତା ବୃଦ୍ଧି ପାଇବ । 

ପୂ , ଫାଲଗୁନୀ - ବ୍ୟବସାୟ, ବାଣିଜ୍ୟରେ କ୍ଷତି, ଅଯଥା ବ୍ୟୟ ଓ ଆର୍ଥିକ ହାନି ଯୋଗର ସମ୍ଭାବନା ରହିଛି । ରାଜନୀତି ସଙ୍ଗଠନ ସୁଦୃଢ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ଉନ୍ନତି କରିବେ ।

ଉ ,ଫାଲଗୁନୀ – ଜମିଜମାକୁ ବିବାଦ ଉପୁଜିବେ । ମହିଳା ମାନେ ସୁଖି ହେବେ ।

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :