• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Nov 2022 : ଏହି ରାଶିର ବ୍ୟକ୍ତି ଆଜି ନୂତନ ଜମି କ୍ରୟ କରିପାରନ୍ତି

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୫୮ ଗତେ କର୍କଟ, ମକର । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି

Libra

ତୁଳା

Wednesday 16 Nov 2022

ଚିତ୍ରା – ସାମୟିକ ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଭାଇବନ୍ଧୁଙ୍କ ସହ ବିବାଦ ଦେଖାଦେଇ ପାରେ । କର୍ମକ୍ଷେତ୍ରରେ ନୂତନ ନିଯୁକ୍ତିର ସୁଯୋଗ ମିଳିବ ।

ସ୍ୱାତୀ – ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ରାଜନୈତିକ କ୍ଷେତ୍ରରେ ନୂଆ ସମ୍ମାନ ମିଳିବ । ଛାତ୍ରଛାତ୍ରୀମାନେ ସଫଳତା ଦିଗରେ ଆଗେଇବେ ।

ବିଶାଖା – ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ଗୃହିଣୀ ମାନେ କାର୍ଯ୍ୟ ବ୍ୟସ୍ତତା ରହିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :