• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Nov 2022 : ଏହି ରାଶିର ବ୍ୟକ୍ତି ଆଜି ନୂତନ ଜମି କ୍ରୟ କରିପାରନ୍ତି

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୫୮ ଗତେ କର୍କଟ, ମକର । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି

Pisces

ମୀନ

Wednesday 16 Nov 2022

ପୂ , ଭାଦ୍ରପଦ - ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । ପ୍ରେମିକ ପ୍ରେମିକା ସଂପର୍କ ମଧୁର ରହିବ । ଧର୍ମ ଓ ସାଂସୃତିକ କାର୍ଯ୍ୟରେ ଅଗ୍ରଣୀ ହୋଇପାରନ୍ତି ।

ଉ , ଭଦ୍ରପଦ - ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ରାଜନେତା ମାନେ ଶାନ୍ତିକାମୀ ହେବେ । ବିଦ୍ୟାର୍ଥୀ ମାନେ କୁସଙ୍ଗ ଦୋଷରୁ ଦୂରରେ ରହିବେ । 

ରେବତୀ – ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । ମହିଳା ମାନେ ନିଜ କଥାରେ କାହାରିକୁ ସନ୍ତୁଷ୍ଟ କରି ପାରିବେ ନାହିଁ ।

ପ୍ରତିକାର – ସକାଳୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :