• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Dec 2023 : ଭୂସମ୍ପତ୍ତି କିଣିବାର ଯୋଗ, ଦୂର ହେବ ଦୀର୍ଘ ଦିନର ଘରୋଇ ସମସ୍ୟା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦.୨୧ ଗତେ ବୃଷ ରାଶିର, ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Gemini

ମିଥୁନ

Wednesday 06 Dec 2023

ମୃଗଶିରା- ପାରିବାରିକ କଷ୍ଟ ଦୂର ହୋଇପାରେ । ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି । ମିତ୍ରଙ୍କ ଠାରୁ ବହୁତ ସାହାର୍ଯ୍ୟ ସହଯୋଗ ମିଳିବା ଫଳରେ ଖୁସି ଅନୁଭବ କରିବେ ।

ଆଦ୍ରା- ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି । ମନରେ ବିଭିନ୍ନ ପ୍ରକାରର ଭାବନା ସୃଷ୍ଟି ହୋଇପାରେ । ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହେଯାଗ ପାଇ ଉପକୃତ ହେବେ ।

ପୁନର୍ବସୁ- କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ସତର୍କ ରହି କାର୍ଯ୍ୟ କରିବେ ସୁଫଳ ମିଳିପାରେ । ନିଜର ଆଦର୍ଶ ପ୍ରତିଷ୍ଠା କରିବାରେ ସକ୍ଷମ ହେବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :