• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Dec 2023 : ଭୂସମ୍ପତ୍ତି କିଣିବାର ଯୋଗ, ଦୂର ହେବ ଦୀର୍ଘ ଦିନର ଘରୋଇ ସମସ୍ୟା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦.୨୧ ଗତେ ବୃଷ ରାଶିର, ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Taurus

ବୃଷ

Wednesday 06 Dec 2023

କୃତିକା- ପ୍ରେମୀଯୁଗଳ ଏକାନ୍ତରେ ସମୟ ବିତାଇବେ । ବ୍ୟବସାୟ ପଥ ସୁଗମ ହେବା ସହ ସୁଖ, ସମୃଦ୍ଧି ବଢିବ । ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ ।

ରୋହିଣୀ- ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତ ହେବ । ମନକୁ ସ୍ଥିର ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ ।

ମୃଗଶିରା- ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ଘର ଜାଗା ଓ ସମ୍ପତି ସମ୍ବନ୍ଧୀୟ ମାମଲା କାହାର ମଧ୍ୟସ୍ଥତା ଦ୍ୱାରା ଦୂର ହେବ ।

ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :