• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Dec 2023 : ଭୂସମ୍ପତ୍ତି କିଣିବାର ଯୋଗ, ଦୂର ହେବ ଦୀର୍ଘ ଦିନର ଘରୋଇ ସମସ୍ୟା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦.୨୧ ଗତେ ବୃଷ ରାଶିର, ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Capricorn

ମକର

Wednesday 06 Dec 2023

ଉ,ଷାଢା- ବ୍ୟବସାୟରେ ବୁଝିବିଚାରି ଭାଗିଦାରୀ କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ । ଭାଇ, ଭାଇ ମଧ୍ୟରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ଜଗିରଖ ଚଳିଲେ ପାଖ ପଡୋଶୀଙ୍କ ଦ୍ୱାରା ପ୍ରଶଂସା ପାଇବେ ।

ଶ୍ରବଣା- ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ । ମନୋରଞ୍ଜନ କାର୍ଯ୍ୟରେ ଅଶାନ୍ତି ଦେଖା ଦେଇପାରେ । ଯାନବାହନ ଓ ଗୃହଭୂମି ଲାଭ ହୋଇପାରେ । କର୍ମ କରିବା ଶୈଳିରେ ପରିବତର୍ତନ ଆଣିବେ ।

ଧନିଷ୍ଠା- ସମ୍ପତ୍ତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ । ମହିଳାମାନେ ରକ୍ଷଣଶୀଳ ରହିବେ । ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଯଶମାନ ବୃଦ୍ଧି ହୋଇପାରେ । ପ୍ରେମିକା , ପ୍ରେମିକ ମାନଙ୍କୁ ଆଶାଜନକ ଫଳ ପ୍ରାପ୍ତି ହେବ ।

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :