• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Dec 2023 : ଭୂସମ୍ପତ୍ତି କିଣିବାର ଯୋଗ, ଦୂର ହେବ ଦୀର୍ଘ ଦିନର ଘରୋଇ ସମସ୍ୟା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦.୨୧ ଗତେ ବୃଷ ରାଶିର, ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Libra

ତୁଳା

Wednesday 06 Dec 2023

ଚିତ୍ରା- ନିଜ ଜୀବନସାଥୀଙ୍କୁ ସମୟ ଦେବେ । କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ । ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ ।

ସ୍ୱାତୀ- ସାମାଜିକ ମାନସମ୍ମାନ ବାଧାପ୍ରାପ୍ତ ହୋଇପାରେ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ବ୍ୟବସାୟରେ ସହରକୁ ଯାଇ ପାରନ୍ତି । କୌଣସି ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ମନୋବଳକୁ ବଢେଇ ଦେବ ।

ବିଶାଖା- ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ । ଅଯଥା କଥା ଠାରୁ ନିଜକୁ ଦୂରରେ ରଖନ୍ତୁ । ମାଲି ମକଦ୍ଦମାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ ।

ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :