• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th September 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ତିଥି – ୧୪ ଶୀ ସନ୍ଧ୍ୟା ୦୬/୦୮ ଗତେ ପୂର୍ଣ୍ଣିମା ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର – ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ –ନାସ୍ତି

Aquarius

କୁମ୍ଭ

Friday 09 Sep 2022

ଧନିଷ୍ଠା – ବ୍ୟବସାୟରେ ନୂଆ ପ୍ରସ୍ତାବ ଆସି ପାରେ

ଶତଭିଷା – ପ୍ରେମରେ ସଫଳତା ଅନୁଭବ କରିବେ

ପୂ , ଭାଦ୍ରପଦ –ଅର୍ଥର ସଦୁପ ଯୋଗ କରିବେ

ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ