• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th September 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ତିଥି – ୧୪ ଶୀ ସନ୍ଧ୍ୟା ୦୬/୦୮ ଗତେ ପୂର୍ଣ୍ଣିମା ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର – ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ –ନାସ୍ତି

Sagittarius

ଧନୁ

Friday 09 Sep 2022

ମୂଳା –ଅନ୍ୟର ସାହାଯ୍ୟ ସମର୍ଥନରେ ଲକ୍ଷ ହାସଲ କରିପାରିବେ

ପୂ , ଷାଢା – ବନ୍ଧୁ ପ୍ରିତି ଓ ଅର୍ଥନୈତିକ କାରବାରରେ ସଫଳତା ପାଇବେ

ଉ , ଷାଢା – ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି

ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :