ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ତିଥି – ୧୪ ଶୀ ସନ୍ଧ୍ୟା ୦୬/୦୮ ଗତେ ପୂର୍ଣ୍ଣିମା ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର – ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ –ନାସ୍ତି
ଚିତ୍ରା – କାଳକ୍ଷେପଣ ପଦ୍ଧତି ଅନୁଯାୟୀ ସମସ୍ୟାର ସମାଧାନ କରିବେ
ସ୍ୱାତୀ – ବୃଦ୍ଧି ବିଦ୍ୟାର ଉତ୍ତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ
ବିଶାଖା – ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ
ପ୍ରତିକାର – ସକାଳୁ କିଛିି ପଶୁ, ପକ୍ଷୀଙ୍କୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬